Monthly Archives

October 2023

ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଖୋଖୋ କ୍ରୀଡା

ପୁରୀ : ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର
Read More...

ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ବଗଳାମୁଖୀ ବେଶ, ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ…

ସୁବର୍ଣ୍ଣପୁର :- ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଶୁକ୍ରବାର ଆଶ୍ୱିନ ଶୁକ୍ଳ ପକ୍ଷର ଷଷ୍ଠୀ ତିଥି ଅବସରରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ବଗଳାମୁଖୀ ବେଶରେ ମା ଉଭା ହୋଇ
Read More...

ପ୍ରକାଶ ପାଇଲା ‘ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍: ମନ୍ କି ବାତ୍ @୧୦୦ ପୁସ୍ତକର ତୃତୀୟ ସିରିଜ୍

Blue କ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ନିକଟରେ 'ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍: ମନ୍ କି ବାତ୍ @ ୧୦୦ ପୁସ୍ତକର ତୃତୀୟ ସିରିଜ୍ ପ୍ରକାଶ କରିଛି। ଏହି ପୁସ୍ତକ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ ପ୍ରସାରଣ 'ମନ କି ବାତ' ଉପରେ ଆଧାରିତ। ଏହି ପୁସ୍ତକରେ
Read More...

ବିଶ୍ୱକପ ୨୦୨୩: ଟିମ ଇଣ୍ଡିଆକୁ ଚକମା ଦେବାକୁ ନ୍ୟୁଜିଲାଣ୍ଡର ରହିଛି ଏମିତି ଯୋଜନା

ବିଶ୍ୱକପ ୨୦୨୩ ରେ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ରହିଛି ।ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ ପାଇଁ ଯୋଜନା ଆରମ୍ଭ କରିସାରିଛି । ଦଳର ଷ୍ଟାର ସ୍ପିନର ଅଲରାଉଣ୍ଡର ମିଚେଲ ସାଣ୍ଟନର୍ଙ୍କ ଏକ ବିବୃତ୍ତିରୁ ଏହା ଆକଳନ କରାଯାଇ ପାରିବ । ମିଚେଲ ସାଣ୍ଟନର୍ କହିଛନ୍ତି ଯେ
Read More...

ସାରା ରାଜ୍ୟରେ ଗଡୁନି ଘରୋଇ ବସ୍

ରାଜ୍ୟରେ ଗଡ଼ୁନି ବସ୍ । ହନ୍ତସନ୍ତ ହେଉଛନ୍ତି ଲୋକେ । ସବୁ ବସଷ୍ଟାଣ୍ଡରେ ଦେଖିବାକୁ ମିଳୁଛି ପ୍ରବଳ ଗହଳି । ଲୋକେ ଭାରି ଅସୁବିଧାର ଶିକାର ହେଉଛନ୍ତି । ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଲୋକେ ଯାଇ ପାରୁ ନାହାନ୍ତି । ବସ ଷ୍ଟାଣ୍ଡରେ ମାଳମାଳ ବସ୍ ଅଛି ସତ ହେଲେ ସେଗୁଡିକ ସେମିତି ପଡ଼ିଛି । ବସ୍
Read More...

ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦଶହରା ଭେଟି; ବଢିଲା ମହଙ୍ଗା ଭତ୍ତା

ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି । ରାଜ୍ୟରେ ବଢିଲା ମହଙ୍ଗା ଭତ୍ତା । ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଭତ୍ତା ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ହରଭଙ୍ଗା :ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଆଡେଣୀଗଡ଼ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହରଭଙ୍ଗା ବ୍ଲକ ଚାରିଛକର ଆଶ୍ରିବ ଖାଁ ବୋଲି ଜଣାପଡିଛି । ଘଟଣା ଅନୁଯାଇ ସୁନାଖଳାରୁ ଏକ ତେଲ ବୋଝେଇ
Read More...

ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ,ମା’ ଭଗବତୀ ଓ ଦୁର୍ଗା ମନ୍ଦିରରେ ମା’ଙ୍କ…

ସୁବର୍ଣ୍ଣପୁର :- ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଭୁବନେଶ୍ୱରୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ ବ୍ୟାପୀ
Read More...

୫ମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଅଭିଯୋଗ ଘଟଣା, ୮ ଦିନ ପରେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏନଏସି ଅନ୍ତର୍ଗତ ଲାଇନପଡା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ସ୍କୁଲ ଶିକ୍ଷୟିତ୍ରୀ ମାଡ଼ ମାରିବାର ଅଭିଯୋଗ ହୋଇଥିଲା । ଏହି ଖବର ଗତ ବୁଧବାର ଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଘଟଣାକୁ ୮
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା କିଡ଼ନୀ ପ୍ରପୀଡ଼ିତ ନାଗରିକ ମଞ୍ଚ

ହରଭଙ୍ଗା: ସାରା ରାଜ୍ୟରେ କିଡ଼ନୀ ରୋଗ ନେଇ ଚହଳ ପଡ଼ିଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତମାନଙ୍କରେ ପୀଡିତ ଥିବା କିଡ଼ନୀ ରୋଗୀ ମାନେ "କିଡ଼ନୀ ପ୍ରପୀଡ଼ିତ ନାଗରିକ କମିଟି'ର ସଭାପତି ଇଂ ବିକାଶ ମହାକୁଳଙ୍କ ନେତୃତ୍ୱରେ ରୋଗୀ ମାନଙ୍କ ବହୁବିଧ ସମସ୍ୟା ନେଇ ଆଜି
Read More...