Monthly Archives

December 2023

ପ୍ରଶାସନର ତୃଟିପୂର୍ଣ୍ଣ ବ୍ୟବସ୍ତାପାଇଁ ମାଲାମାଲ୍‌ ହେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ଗଜପତି ; ମଣ୍ଡି ନ ଖୋଲିବାରୁ ଚାଷି ବାଧ୍ୟ ହୋଇ ଧାନ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁଛନ୍ତି। ଖରିଫଋତୁରେ ଚାଷହେଉଥିବା ଧାନ ଅମଳ ହୋଇସାରିଲାଣି କିନ୍ତୁ ଏଯାଏଁ ଗଜପତି ଜିଲ୍ଲାରେ ଧାନମଣ୍ଡି ଖୋଲାଯାଇନାହିଁ।ସେଥିପାଇଁ ବାଧ୍ୟହୋଇ ଚାଷି ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରିକରୁଥିବାର ଦେଖିବାକୁ
Read More...

କଟକ ମେଡିକାଲ ପରିସରରେ ଉତ୍ତେଜନା 

କଟକ ; କଟକ ମେଡ଼ିକାଲ ପରିସରରେ ଉତ୍ତେଜନା । ପୁରୀ ଚନ୍ଦନପୁର ଅଂଚଳରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚରେ ବିଳମ୍ବ ହେବା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଉତେଜନା ପରେ ଘଟଣା ସ୍ଥଳରେ
Read More...

ଜାଡ଼ରେ ଥରୁଛି ସାରା ଓଡ଼ିଶା,୧୦ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଗତ କିଛି ଦିନ ହେବ ଲାଗି ରହିଛି ଶୀତ ଲହରି । ଏପରିକି ୧୦ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ କୋରାପୁଟରେ ସର୍ବନିମ୍ନ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା; ମୃତ, ଦୁଇ ଆହତ

ହରଭଙ୍ଗା : ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ସ୍ୱାଦିଷ୍ଟ ଢ଼ାବା ନିକଟରେ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାଇ ଗତ ରାତ୍ରିରେ ପୁରୁଣାକଟକ ଥାନା ଅଞ୍ଚଳ ସ୍ୱାଦିଷ୍ଟ ଢ଼ାବା ନିକଟରେ ଏକ ଓଟୋକୁ ଆଇଚର ଧକ୍କା ଦେବା ଫଳରେ
Read More...

ନୂତନ ଓଡ଼ିଶା ଓ ଯୁବ ଓଡିଶା ଉତ୍ସବର ମଜାନେଲେ ଛାତ୍ରଛାତ୍ରୀ

ସୁବର୍ଣ୍ଣପୁର : ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍‌ ଠାରେ ଜିଲ୍ଲା ସ୍ତରୀୟ ନୂତନ ଓଡ଼ିଶା ଓ ଯୁବ ଓଡ଼ିଶାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜକ୍ସନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି
Read More...

ଛାତ୍ରଛାତ୍ରୀମାନେ ଓଡ଼ିଶାର ଭବିଷ୍ୟତ :ଭି କେ ପାଣ୍ଡିଆନ୍‌

ଫୁଲବାଣୀ : ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମଠାରେ ଗତ କିଛି ଦିନ ଧରି ମହାବିଦ୍ୟାଳୟ ସ୍ତରରେ ଚାଲିଥିବା ନୂଆ-ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗ ଦେଇ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଛାତ୍ରଛାତ୍ରୀମାନଙ୍କୁ
Read More...

ଦୁର୍ଗମ ଅଂଚଳରେ ଦଣ୍ଡ ବୀଣାକାର ନୃତ୍ୟ ମାଧ୍ୟମରେ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଂଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ । ସେହିପରି
Read More...

ଜାତୀୟ ଗଣିତ ଦିବସ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର ଯୋଗ ଦେଇ ଜାତୀୟ ଗଣିତ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି
Read More...

ରେଳ ଚଳାଚଳ ଦାବି ନେଇ କଂଗ୍ରେସର ବିକ୍ଷୋଭ

ନୂଆଗାଁ : ନୟାଗଡ଼ ଜିଲ୍ଲାର ଦଶପଲ୍ଲାକୁ ରେଳ ଚଳାଚଳ ଦାବି ନେଇ ଆଜି କଂଗ୍ରେସ ଦଳ ତରଫରୁ ନୂଆଗାଁ ବ୍ଲକର ମହିପୁର ଷ୍ଟେସନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ସଭାପତି ରଣଜିତ୍‌ ଦାଶ, ନୟାଗଡ଼ ଜିଲ୍ଲା କଂଗ୍ରେସ ଓବିସି ସେଲ୍‌ ଅଧ୍ୟକ୍ଷ ନାରାୟଣ
Read More...

ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ହରଭଙ୍ଗା :ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୀରନରସିଂହପୁରର ପ୍ରଥମ ବାର୍ଷିକ ଉତ୍ସବ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁଙ୍କ ସଭାପତିତ୍ୱରେ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ତତ ସହିତ ଓଡିଶା ସରକାରଙ୍କ ନୂଆ ଓଡିଶା ଯୁବ ଓଡିଶା -ନବୀନ ଓଡ଼ିଶାର
Read More...