ନୂଆଗାଁ ବ୍ଲକରେ ମୋ ଘର ଯୋଜନାରେ ପ୍ରଥମ ମଞ୍ଜୁର
ନୂଆଗାଁ : ଓଡିଶା ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମଧ୍ୟରୁ ମୋ ଘର ଏକ ସ୍ୱତନ୍ତ୍ର ଲୋକାଭିମୁଖୀ କାର୍ଯ୍ୟକ୍ରମ ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ମୋ ଘର ଯୋଜନାରେ ସମୁଦାୟ ୪୨୨ ଜଣ ଆବେଦନକାରୀ ଥିବାବେଳେ ଆଜି ଓଡିଶା ଗ୍ରାମ୍ୟ ବ୍ୟାଙ୍କ , ନୂଆଗାଁ ଶାଖା ତରଫରୁ ହିତାଧିକାରୀ!-->…
Read More...
Read More...