ସିରିଜ୍ ଚୋରି ଘଟଣାରେ ୨ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ମୁଖ୍ୟ ବଜାରରେ ଗତ ୨ ତାରିଖରେ ହୋଇଥିବା ସିରିଜ ଚୋରି ଘଟଣାରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି । ଦୀର୍ଘ ୧୫ ଦିନ ଧରି ପୋଲିସର ତନାଘନା ପରେ ଚୋରିରେ ସାମିଲ ଥିବା ଦୁଇ ଅଭିଯୁକ୍ତକୁ ଖପ୍ରାଖୋଲ ପୋଲିସ ଗିରଫ କରିଥିବା!-->…
Read More...
Read More...