ପ୍ରେସ କ୍ଳବର ଷଷ୍ଠତମ ପ୍ରତିଷ୍ଠା ଦିବସ ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ହରଭଙ୍ଗା: ବୌଦ୍ଧ ଜିଲ୍ଲା ପ୍ରେସକ୍ଳବର ଷଷ୍ଠତମ ବାର୍ଷିକ ଉତ୍ସବ ଅବସରରେ ରବିବାର ଦିନ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ପରିସରରେ ପ୍ରେସ କ୍ଳବ ଆନୁକୂଲ୍ୟରେ ପଣ୍ଡାପାଲି ନେତ୍ର ଚିକିତ୍ସାଳୟ ଆୟୋଜନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଉପାନ୍ତ!-->…
Read More...
Read More...