Yearly Archives

2023

ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୦/୮:- ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କତଲ କଇଠା ଗ୍ରାମ ପଞ୍ଚାୟତର ମର୍କଡାଠାରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଶାଣୀ ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୌରୀ ନାୟକ, କତଲ କଇଠା ସରପଞ୍ଚ ଏସ
Read More...

ଆମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ ଟ୍ରେନ, ଫାଟକ ବିହୀନ ରେଳ ଟ୍ରାକ୍‌ରେ ପାର ହେଉଥିଲା ଆମ୍ବୁଲାନ୍ସ

ରାୟଗଡା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ବଡ଼ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଲା ତାପସ୍ୱିନୀ ଟ୍ରେନ । ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସକୁ ତପସ୍ୱିନୀ ଏକ୍ସପ୍ରେସ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଛି । ହେଲେ ଏଥିରେ କେହି ମୃତାହତ
Read More...

ସ୍କ୍ରାପ ମେଟେରିଏଲ ଚୋରି ଅଭିଯୋଗରେ ଜଣେ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ବ୍ଲକ ଅଧିନସ୍ଥ ପାଣିମୁରା ଗ୍ରାମରେ ଥିବା ବାଇଓ ଫୁଏଲ କାରଖାନାରୁ ସ୍କ୍ରାପ ମେଟେରିଏଲ ଚୋରି କରୁଥିବା ମାମଲାରେ ତରଭା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲା ତରଭା ବ୍ଲକ ଅନ୍ତର୍ଗତ
Read More...

ଫେଲ୍‌ ମାରିଛି ବସୁଧା ଯୋଜନା

ହରଭଙ୍ଗା,୧୦/୮:- ହରଭଙ୍ଗା ବ୍ଲକରେ ଫେଲ୍‌ ମାରିଛି ସରକାରଙ୍କ ବସୁଧା ଯୋଜନା । ପ୍ରକାଶଥାଉକି ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ପଞ୍ଚାୟତର ସୁରୁଣ୍ଡି ଠାରେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି
Read More...

ହତ୍ୟା ଘଟଣାରେ ଦୁଇଜଣଙ୍କୁ ଗିରଫ କଲା କୁମ୍ଭାରପଡା ଥାନା ପୁଲିସ

ପୁରୀ : ଗତକାଲି ପୁରୀ ଉପରମାଳିସାହି ତାତାମ୍ବରୀ ଆଖେଡା ମଠ ନିକଟରେ ପାରିବାରିକ କଳହରୁ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ । ଗତକାଲି ଅପରାହ୍ନ ସମୟରେ ପୁରୀ ଉପରମାଳିସାହି ସ୍ଥିତ ତାତାମ୍ବରୀ ଆଖେଡା ମଠ ନିକଟରେ ନୃସିଂହ ମହାନ୍ତି ନିଜ ସ୍ତ୍ରୀ, ଶାଶୁ, ଦେଢ଼ଶାଶୁ,
Read More...

ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଆରକ୍ଷୀ ଅଧିକ୍ଷକ

ବୌଦ୍ଧ,୧୦/୮:- ଆଜି ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଦୁର୍ଘଟଣାରେ ମୃତ ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି । ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ହୋମଗାର୍ଡ ଜଗନ୍ନାଥ ମେହେର ଓ ବେସରକାରୀ ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ପରିବାରକୁ ଆରକ୍ଷୀ
Read More...

ନନ୍ଦାହାଣ୍ଡିଠାରେ ବ୍ଲକସ୍ତରୀୟ ଜନଶୁଣାଣି

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ନିଶ୍ଚତ କର୍ମ ନିଯୁକ୍ତି ଭିତ୍ତିକ ୨୦୨୨/୨୩ ଆର୍ଥିକ ବର୍ଷ ନିମନ୍ତେ ଦାୟିତ୍ୱରେ ଥିବା ଅତିରିକ୍ତ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ତଥା ଦାୟିତ୍ୱରେ
Read More...

ଆଦର୍ଶ ବିଦ୍ୟାଳୟରେ ଶ୍ରମିକଙ୍କଠୁ ଚାନ୍ଦା ମାଗିବା ଘଟଣା, ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଣିଆ: ଗଣିଆ ଥାନା ଅନ୍ତର୍ଗତ କେନ୍ଦ୍ରଆବିଡ଼ାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଗତକାଲି ବିଳମ୍ବିତ ରାତ୍ରୀରେ ମଧ୍ୟଖଣ୍ଡ ଗ୍ରାମର ୪ ଜଣ ବ୍ୟକ୍ତି ମଦପିଇ ସେଠାରେ ଥିବା ଶ୍ରମିକମାନଙ୍କ ଠାରୁ ଚାନ୍ଦା ମାଗିବା ସହିତ ଗଣ୍ଡଗୋଳ କରିଥିଲେ । ଏପରିକି ସଂଜୟ କୁମାର ରାଉତ ନାମକ ଜଣେ ଶ୍ରମିକକୁ ଛୁରୀ
Read More...

ନୂଆଗାଁ ବ୍ଲକ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ଆନୁକୁଲ୍ୟରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଜଗନ୍ନାଥପ୍ରସାଦ ପକ୍ଷରୁ ଆଜି ବିଭିନ୍ନ ଗ୍ରାମକୁ ସ୍ୱାସ୍ଥ୍ୟ ସଚେତନତା
Read More...

ନିଖିଳ ଉତ୍କଳ ଖଡୁରା ସମାଜର କର୍ମକର୍ତ୍ତା ଚୟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଡ୍ରିମଲାଣ୍ଡ ଠାରେ ଜାତି ଭାଇଙ୍କ ଉପସ୍ଥିତରେ ନିଖିଳ ଉତ୍କଳ ଖଡୁରା ସମାଜର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ କମିଟିକୁ ଭଙ୍ଗ କରି ନୂତନ
Read More...