କଟକ ସୁଭଦ୍ରାପୁର ରେ ଗୁଳିକାଣ୍ଡ: ଜଣେ ମୃତ
କଟକ : କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ହୋଇଥିବା ଏକ ଗୁଳିମାଡ଼ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ତାଙ୍କ ନାଁ ଚିନ୍ତାମଣି ସାହୁ,ତାଙ୍କ ଘର ବାଙ୍କୀ ଅଞ୍ଚଳରେ ହୋଇଥିବା ବେଳେ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।ସୂଚନା!-->…
Read More...
Read More...