Yearly Archives

2023

ଶାଳଗଛ ପଡି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ

ଦଶପଲା : ଆଜି ସଂଧ୍ୟା ୫ଟା ୩୦ ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିକଟସ୍ଥ ଟାକରା ଓ ବୁଗୁଡା ମଧ୍ୟବର୍ତ୍ତୀ ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଏକ ବିରାଟ ଶାଳଗଛ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଉପରେ ପଡିଯିବାରୁ ଜାତୀୟ ରାଜପଥର ଦୁଇ
Read More...

୬ ଡକାୟତଙ୍କୁ ବାନ୍ଧିଲା ପୁରୀ ପୁଲିସ

ପୁରୀ: ପୁରୀ ସଦର ଥାନା ପୋଲିସ ଦ୍ୱାରା ୬ ଡକାୟତ ଗିରଫ । ଗତକାଲି ବିଳମ୍ବିତ ରାତିରେ ୬ଜଣ ଅଭିଯୁକ୍ତ ମଙ୍ଗଳାଘାଟ ବାଇପାସ୍‌ ରାସ୍ତା ଜଳଭଣ୍ଡାର ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଏମାନଙ୍କୁ ଗିରଫ କରିଛି ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ପୁରୀ ସଦର ଗୋଲାସାହିର
Read More...

ରାମଗଡ଼ରେ ସନ୍ଦୀଗ୍ଧ ପାରା ଠାବ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ପରିସରରେ ଆଜି(ବୁଧବାର) ଏକ କଳା ପାରା ଠାବ କରାଯାଇଛ । ପାରାର ଦୁଇ ଗୋଡରେ ଦୁଇଟି ରିଙ୍ଗ ଲାଗିଥିବା ବେଳେ ଡାହାଣ ଗୋଡ଼ ରିଙ୍ଗରେ ୧୩୭୧,୩୨୧୧ନଂ ଓ ପିଜନ ଲୋଫ୍ଟ ମାମାସେନ ଲେଖାଯିବା ସହ ଦୁଇ ପାରା ଉଡୁଥିବାର ଚିତ୍ର ଅଛି । ବାମ ଗୋଡ଼
Read More...

ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପାଇଁ ଦିଲ୍ଲୀରେ ସାଂସଦ ସପ୍ତଗିରିଙ୍କୁ ଭେଟିଲେ ପ୍ରତିନିଧି ଦଳ

ରାୟଗଡା : ଅନୁସୂଚିତ ଜନଜାତି ତାଲିକାରେ ଝଡିଆ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀମତୀ ସୁମାନି ଝଡିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ନୂଆଦିଲ୍ଲୀରେ ଥିବା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ସାଂସଦ ଶ୍ରୀ ଉଲାକା
Read More...

ନାଗାବଳୀ ନଦୀ ପୋଲର ସୁରକ୍ଷା ପାଚେରୀରେ ଦିଶିଲାଣି ଫାଟ

ରାୟଗଡା: ରାୟଗଡା ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ଦୀର୍ଘ ଦୁଇ ବର୍ଷ ହେବ ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଶିକରପାଇଠାରୁ ବ୍ଲକ ହେଡ଼କ୍ୱାଟର ପର୍ଯ୍ୟନ୍ତ ନୂତନ ଭାବେ ରାସ୍ତା ସହ ଆବଶ୍ୟକସ୍ଥାନମାନଙ୍କରେ ବ୍ରିଜ କାମ ଚାଲି ଆସୁଥିବା ବେଳେ ବର୍ତମାନ ନୂତନ ଭାବେ ନିର୍ମାଣ ହୋଇଥିବା ନାଗାବଳୀ
Read More...

ଦଶପଲ୍ଲା ପଶ୍ଚିମାଞ୍ଚଳରେ ୮ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଦଶପଲ୍ଲା : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତର ଦୋଳମୁଣ୍ଡାଇ ଠାରେ ରାସ୍ତା ଧୋଇ ଯିବାରୁ ପ୍ରାୟ ୮ ଖଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଥିବା ସୂଚନା ମିଳିଛି । ଠୁକେଇ ନାଳ ଓ କଳସା ନାଳରେ
Read More...

ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା,ଛୁଟି ଘୋଷଣା କଲେ ଜିଲ୍ଲାପାଳ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷା ଫଳରେ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ଷା ଜଳ ବେହାଲ କରିଦେଇଛି । ଗତ କାଲିଠାରୁ ଲଗାତାର ବର୍ଷା ହେବା ଫଳରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ସରକାରଙ୍କ ଉନ୍ନତି ପାଣ୍ଠିର ରାଶିରୁ ତିଆରି ହୋଇଥିବା ନିମ୍ନ ମାନର ରାସ୍ତା, ସ୍କୁଲ
Read More...

ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର: ଚତୁଃପାର୍ଶ୍ୱ ନଦୀ ପରିବେଷ୍ଠିତ ସୁବର୍ଣ୍ଣପୁର ରେ ଆଜି କୁତ୍ରିମ ବନ୍ୟାରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି । ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ତେଲନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସହରରେ ପୌର ପ୍ରଶାସନର ଡ୍ରେନ୍‌ଜେ୍‌ ବ୍ୟବସ୍ଥା ଠିକ୍‌ ନ ଥିବାରୁ ସହରର ଆମ୍ବେଦକର
Read More...

ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା, ହଜାର ହଜାର ଏକର ଚାଷ ଜମି ପ୍ରଭାବିତ

ହରଭଙ୍ଗା: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ଅତ୍ୟଧିକ ପ୍ରଭାବ ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ବର୍ଷା ଜାରି ରହିଛି ।ସେପଟେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି ।ହୀରାକୁଦ
Read More...

ବାଗ୍‌ଡେଗା ପୋଲ ଉପରେ ଆଣ୍ଠୁଏ ପାଣି, ଗମନାଗମନ ବାଧାପ୍ରାପ୍ତ

ଚମ୍ପୁଆ, ୨ା୦୮: ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଓ ପଡୁଆ ପଂଚାୟତକୁ ସଂଯୋଗ କରୁଥିବା ବାଗ୍‌ଡେଗା ପୋଲ ଉପରେ ଆଣ୍ଠୁଏ ପାଣି ଯାଉଥିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏହି ପୋଲ ଦୀର୍ଘ ୪ ବର୍ଷ ହେବ ଦୁର୍ବଳ ହୋଇଯାଇଥିଲେ ମଧ୍ୟ, ସାମାନ୍ୟ ମରାମତି କରି ଗମନାଗମନ ବ୍ୟବସ୍ଥା କରାଯାଇଥିଲା
Read More...