ଆରମ୍ଭ ହେଲା ମଳ ମାସ, ପୂଜା ପାଇବେ ମଳ ନାରାୟଣ
ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମଳମାସ । ଏହା ଏକମାସ ଧରି ଚାଲୁରହିବ । ପ୍ରତି ୩୨ ମାସ ପରେ ମଳମାସ ପଡିଥାଏ । ଶ୍ରୀମନ୍ଦିର ଭିତରେ ମଳ ମାସରେ ପୂଜା ପାଆନ୍ତି ମଳ ନାରାୟଣ । ଅନ୍ୟ ସମସ୍ତ ଦିନ ଏହି ମନ୍ଦିର ତାଲା ପଡୁଥିବା ବେଳେ କେବଳ ମଳ ମାସରେ ଏହି ମନ୍ଦିର ତାଲା ଖୋଲିଥାଏ ।ଆଜି ଠାରୁ!-->…
Read More...
Read More...