ନକଲି ସୁନା ବନ୍ଧା ରଖି ଋଣ ନେଇଥିଲେ, ନାମ ନେଲେ
ଗଜପତି : ନକଲି ସୁନା ବନ୍ଧକରଖି ଋଣ ନେଇ ୧୧ ଜଣ ଅଭିଯୁକ୍ତଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ବ୍ୟାଙ୍କ ଅଫ ଇଣ୍ଡିଆର ପାରଳାଖେମୁଣ୍ଡି ଶାଖା ବ୍ୟାଙ୍କ ଦ୍ୱାରା ଅନୁମୋଦିତ ସୁନାରୀକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଉକ୍ତ ଅଭିଯୁକ୍ତମାନେ ଟଙ୍କା ଋଣ ନେଇଥିଲେ ।!-->…
Read More...
Read More...