ସତ୍ୟସାଇ ସଙ୍ଗଠନ ତରଫରୁ ପ୍ରାଣୀ ଚିକିତ୍ସା ଶିବିର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ସତ୍ୟସାଇ ସେବା ସଙ୍ଗଠନ ଆନୁକୂଲ୍ୟରେ ଆଜି ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଅରଖପଦର ଗ୍ରାମରେ ‘ସତ୍ୟସାଇ କରୁଣା' ଆନୁକୂଲ୍ୟରେ ଏକ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସଙ୍ଗଠନର ଜିଲ୍ଲା ସଭାପତି ତଥା ହରଭଙ୍ଗା ପ୍ରାଣୀ!-->…
Read More...
Read More...