ଦଶପଲ୍ଲା ଉପ ଡାକଘରର ସବ ପୋଷ୍ଟ ମାଷ୍ଟର ନିଲମ୍ବିତ
ଦଶପଲ୍ଲା : ଦଶପଲ୍ଲା ଉପ ଡାକଘରର ସବ ପୋଷ୍ଟ ମାଷ୍ଟର ସୁଧାଂଶୁ ଶେଖର ଛୋଟରାୟ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ସେ ୧୦ଦିନ ପୂର୍ବେ ଏଠାକୁ ବଦଳି ହୋଇ ଆସି କାର୍ଯ୍ୟରେ ଯୋଗଦେଇଥିଲେ । କାର୍ଯ୍ୟରେ ଯୋଗଦେବା ଦିନଠାରୁ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇ ଆସିବା ସହିତ!-->…
Read More...
Read More...