Yearly Archives

2023

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି

ପୁରୀ : ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି । ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱର ରୋଗରେ ପୀଡିତ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବାପୂଜା ଓ ଉପଚାର । ଦଇତାପତି ଓ ପତିମହାପାତ୍ର ସେବକ…
Read More...

ଗାଧୋଇବା ବେଳେ ପୋଖୋରିରେ ବୁଡ଼ି ଦୁଇ ମହିଳା ମୃତ, ଗାଁରେ ଶୋକାକୁଳ ପରିବେଶ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଲିଙ୍ଗାଗଡ଼ ପଞ୍ଚାୟତ, କୁତୁଲୁମ୍ବା ନିକଟରେ ଏକ ନୂତନ ଭାବେ ଖୋଳା ଯାଇଥିବା ପୋଖୋରିରେ ବୁଡ଼ି ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ମାନେ ହେଲେ କୁର୍ମୁଣି ପ୍ରଧାନ, ବୟସ ୫୭ ସ୍ୱାମୀ ବଳଦେବ ପ୍ରଧାନ ସର୍ଶମହା ସାହି ଓ ସୂର୍ଯ୍ୟକାନ୍ତୀ…
Read More...

ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ଗୋଷାଣୀ ବ୍ଲକଠାରେ ରାଷ୍ଟ୍ରୀୟ ଗୋକୁଳ ମିଶନ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୁଲ୍ୟରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ ପରିସରରେ ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ସଚେତନତା ସଭା ଜିଲ୍ଲା…
Read More...

ବାଇକ୍‌-ସ୍କୁଟି ମୁହାଁମୁହିଁ, ଯୁବତୀ ମୃତ

ପୁରୀ : ପୁରୀରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ ସହ ସ୍କୁଟି ଧକ୍କା ହେବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବାଙ୍କୀମୁହାଣ ରୋଡ୍‌ରେ ଘଟିଛି । ସ୍କୁଟିରେ ଥିଲେ ଦୁଇଜଣ ଯୁବତୀ । ବାଇକ୍‌…
Read More...

ଜଳ ସମସ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଟେମରା ହଂସପଡାବାସୀ

କୋକସରା:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ବୁଧବାର ଜଳ ସମସ୍ୟା ନେଇ କୋକସରା ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ସମସ୍ୟାର ଶିଘ୍ର ସମାଧାନ କରିବା ପାଇଁ ଗୁହାରୀ କରିଛନ୍ତି ।ସୂଚନା ଅନୁସାରେ, ହଂସପଡା ଗାଁରେ ପ୍ରାୟ ୧…
Read More...

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥ ଆଜି ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଅଛି । ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ…
Read More...

ପୁଣି ଏକ ଅଘଟଣ,ମାଲବାହୀ ଟ୍ରେନ୍‌ ମାଡିଯିବାରୁ ୬ ଶ୍ରମିକ ମୃତ

ଯାଜପୁର: ରାଜ୍ୟରେ ଆଉ ଏକ ଟ୍ରେନ ଅଘଟଣ ଘଟିଛି । ବୁଧବାର ଅପରାହ୍‌ଣରେ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ରେ ଟ୍ରେନ୍‌ ମାଡିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡିଛି । ମୃତାହତଙ୍କ ପରିଚୟ ମିଳିପାରି ନାହିଁ ।ଆଜି ଅପରାହ୍‌ଣ ୫ଟା ୧୫…
Read More...

ଓଲଟିଲା ପେଟ୍ରୋଲ ଗାଡି,ଗାଈ ମୃତ

ବାଲିଗୁଡା: ବାଲିଗୁଡା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟିର ଇର୍ପିଗୁଡା ଛକଠାରେ ଗୋଟିଏ ପେଟ୍ରୋଲ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି,ଯାହାଫଳର ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଗୋଟିଏ ଭାରତ ପେଟ୍ରୋଲ ଟ୍ରକ ନଂ ଓଡି ୦୪ଜି୨୬୮୧ ପାରାଦୀପରୁ ରାୟଗଡା ଅଭିମୁଖେ ଯାଉଥିବା ବେଳେ…
Read More...

ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ ଶିବିର

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଭୁବନେଶ୍ୱର ଓକାକ କ୍ୟାମ୍ପସରେ ସି. ଏସ. ଏମ ସହଯୋଗରେ ହୋଇଥିଲା । ଏହି ଶିବିରକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଥିଲେ । ଏହି ଶିବିରରେ ୧୨୦ ୟୁନିଟ୍‌…
Read More...

ଦଶପଲ୍ଲାରେ ପହଞ୍ଚିଲା ରେଳଗାଡ଼ି

ଦଶପଲ୍ଲା : ମଙ୍ଗଳବାର ପ୍ରଥମ ଥର ପାଇଁ ଦଶପଲ୍ଲା ରେଳ ଷ୍ଟେସନରେ ପହଂଚିଛି ପ୍ରଥମ ରେଳ ଗାଡ଼ି । ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଲୁହା ରେଳ ଧାରଣା ଧରି ପହଂଚିଛି ରେଳଗାଡ଼ି ଐରାବତ । ରେଳ ଷ୍ଟେସନ ରେ ପହଞ୍ଚିବା ପରେ ଦଶପଲ୍ଲାବାସୀଙ୍କ ପକ୍ଷରୁ ଏହି ରେଳ ଗାଡ଼ିକୁ ସ୍ୱାଗତ କରାଯିବା ସହ…
Read More...