Yearly Archives

2023

ପୁରୁଷକୈନ୍ଦ୍ରିକ କାମର ଭ୍ରମ ଦୂର ହେଲା ଖଣି କ୍ଷେତ୍ରରେ ନିଯୁକ୍ତି ପାଇଁ ଦୃଢ଼ ଦାବୀଦାର ହେଲେଣି ମହିଳା

ଭୁବନେଶ୍ୱର: ‘ଆମେ କେବେ ମୋଟର ସାଇକେଲ ଚଢ଼ି ନାହୁଁ ହେଲେ ଏବେ ଓଜନିଆ ମେସିନ୍‌ ଚଲାଉଛୁ’ ବୋଲି କହନ୍ତି ଶାନ୍ତି ଲାକ୍ରା, ଏହା ଜଣାଉଛି ଯେ, ପୁରୁଷ ପ୍ରଧାନ୍ୟ ବିସ୍ତାର କରିଆସିଥିବା ଖଣି- ଖାଦାନ ଭଳି କ୍ଷେତ୍ରରେ ମହିଳାମାନେ ମଧ୍ୟ କିଭଳି ନିଜ କାର୍ଯ୍ୟକ୍ଷେତ୍ରରେ ଶକ୍ତି ଓ ଏକାଗ୍ରତା
Read More...

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ, ସୁନ୍ଦରଗଡ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

ରାଉରକେଲା : ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍‌ ସମେତ
Read More...

ଶାନ୍ତିଶୃଙ୍ଖଳା ସହିତ ମାଟ୍ରିକ ପରୀକ୍ଷା ଆରମ୍ଭ,କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଜହ୍ନାପଙ୍କ : ଆଜିଠାରୁ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଛି । ତେବେ କପି ରୋକିବା ପାଇଁ ସ୍କ୍ୱାର୍ଡ ଗଠନ କରାଯାଇଛି । ଆଜି ପ୍ରଥମ ଭାଷା ସାହିତ୍ୟ ବିଷୟ ଥିଲା । ପରୀକ୍ଷା ଭଲ ହୋଇଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା
Read More...

ଜାତୀୟ ପେନସନଭୁକ୍ତ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା

ହରଭଙ୍ଗା : ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ହରଭଙ୍ଗା ବ୍ଲକ ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ଶିକ୍ଷା ସଚିବ ଓ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା
Read More...

ଅସହାୟ, ବିଧବାଙ୍କୁ ମାଗଣା ଶ୍ରୀକ୍ଷେତ୍ର ଦର୍ଶନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକର ମୂଳ ବାସିନ୍ଦା ତଥା ଛତିଶଗଡ ରାୟପୁର ସହର ବିଶିଷ୍ଟ ବ୍ୟବସାୟୀ ଓ ସମାଜ ସେବୀ ମାତାଦିନ ଅଗ୍ରୱାଲ ଓ ସହଧର୍ମିଣୀ ଗୋଦାବରୀ ଅଗ୍ରୱାଲଙ୍କ ନିଜସ୍ୱ ଉଦ୍ୟମରେ ଅଂଚଳର ଅସହାୟ, ବିଧବା ମହିଳାଙ୍କୁ ମାଗଣାରେ ପୁରୀ ଶ୍ରୀକ୍ଷେତ୍ର ଜଗା ଦର୍ଶନ
Read More...

ଦ୍ୱିତୀୟ ଗଣେଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଛେଲିଆମାଲ ଚାମ୍ପିଅନ

ଭବାନୀପାଟଣା: ଭବାନୀପାଟଣା ସଦର ବ୍ଳକ କର୍ଲାଗୁଡା ପଞ୍ଚାୟତ ଠାରେ ବୋଲ ବମ୍‌ ଯୁବକ ସଂଘ କର୍ଲାଗୁଡା ତରଫରୁ ଆୟୋଜିତ ଦ୍ୱିତୀୟ ଗଣେଶ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ ରାଜ୍ୟ ଯୁବ ବିଜେଡ଼ି ବରିଷ୍ଠ ଉପସଭାପତି ଶ୍ରୀ ମଣ୍ଟୁ ନାଏକ ମୁଖ୍ୟ
Read More...

ବିପଦପୂର୍ଣ୍ଣ ଅବସ୍ଥାରେ ଗଣ୍ଡାବାହାଳିଠାରୁ ସିନାପାଲି ମୁଖ୍ୟରାସ୍ତା ପୋଲ, ପ୍ରଶାସନର ଦୃଷ୍ଟି ପଡୁ

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଠାରୁ ଗଣ୍ଡାବାହାଳି ଖଡ଼ିଆଳ ଯାତାୟତ ପାଇଁ ରହିଛି କେବଳ ଏହି ଗୋଟିଏ ରାସ୍ତା । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ନେତା ମନ୍ତ୍ରୀ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ହଜାର ହଜାର ଯାତ୍ରୀ ଯିବା ଆସିବା କରିଥାନ୍ତି । ହେଲେ ଏଠାରେ ଚର୍ଚ୍ଚାର ବିଷୟ ହେଉଛି
Read More...

ଜିଲ୍ଲା ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଆଜି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ନୂଆଗଡ ପଞ୍ଚାୟତର ପ୍ରାଙ୍ଗଣଠାରେ ଗଜପତି ଜିଲ୍ଲାରେ ନୂତନ ଭାବେ ମନୋନୀତ ହୋଇଥିବା ବିଜେଡ଼ି ଦଳର ସଭାପତି ଭାବେ ଜଗବନ୍ଧୁ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବରିଷ୍ଠ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ
Read More...

ଉତ୍କଳ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା

ସୁବର୍ଣ୍ଣପୁର : ଗତକାଲି ସ୍ଥାନୀୟ ଉତ୍କଳ ଶିକ୍ଷା ବିକାଶ ସମିତି କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠାତା କ୍ଷୀର ସାଗର ବିଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଡ. ଅନିରୁଦ୍ଧ କୁରକୁରିଆ, ମୁଖ୍ୟ ବକ୍ତା ଯୁବ ଆଇନଜିବୀ ଅଦୈତ କୁମାର ପଣ୍ଡା, ସମ୍ମାନୀତ ଅତିଥି
Read More...

ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ଉଦଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପ୍ରଦର୍ଶନୀ ମେଳା ସ୍ଥାନୀୟ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ଠାରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ
Read More...