Yearly Archives

2023

ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ: ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ

ବାଲିଗୁଡା: ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିଥିଲା
Read More...

ହୋଲିର ସପ୍ତରଙ୍ଗରେ ରଙ୍ଗୀନ ନବରଙ୍ଗପୁର,ଜିଲ୍ଲାପାଳ ଓ ବିଧାୟକ ଦୀନ ଦୟାଲ ଆଶ୍ରମରେ ରଙ୍ଗ ଖେଳିଲେ

ନବରଙ୍ଗପୁର: ଆଜି ପବିତ୍ର ହୋଲି ଖେଳର ସପ୍ତରଙ୍ଗରେ ନବରଙ୍ଗପୁର ଜିଲ୍ଲାର ସବୁ ଅଞ୍ଚଳ ରଙ୍ଗାୟିତ ହୋଇଯାଇଛି । ଭକ୍ତି ପ୍ରେମ ଖୁସି ଓ ଶ୍ରଦ୍ଧାରେ ସମସ୍ତେ ଝୁମି ଉଠିଥିଲେ । ସହର ମଧ୍ୟଭାଗରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଶ୍ରୀରାଧା ମାଧବଙ୍କ ଦୋଳ ବିମାନ ନଗର ପରିକ୍ରମା କରିଥିବା ବେଳେ
Read More...

ଓକିଲ ସଂଘ ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବି ସଂଘର ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ଦାଖଲ ଶେଷ ହୋଇଛି । ଅନ୍ତିମ ଦିବସ ସୁଦ୍ଧା ବିଭିନ୍ନ ପଦ ପଦବୀରେ ମୋଟ ୧୫ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ଦୁଇ ବରିଷ୍ଠ ଆଇନଜିବି ଯଥା ନରସିଂହ ନାଥ ତ୍ରିପାଠୀ ଓ ଶ୍ୟାମ ପ୍ରସାଦ
Read More...

ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ଅଲୌକିକ ପାଦ ଚିହ୍ନ ଦର୍ଶନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ଦାରିଙ୍ଗବାଡି ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମରେ ଥିବା ମା' ଦକ୍ଷିଣ କାଳୀଙ୍କ ମନ୍ଦିରରେ ଗତକାଲି ସକାଳୁ ସକାଳୁ ମାଙ୍କର ଅଲୌକିକ ପାଦ ଚିହ୍ନ ଦେଖିବାକୁ ମିଳିଥିଲା । ଯାହାକି ମା'ଙ୍କ ଉତ୍ପତି ସ୍ଥଳରୁ
Read More...

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜିଲ୍ଲାସ୍ତରୀୟ ବ୍ୟ ।ଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ବୌଦ୍ଧ,୬/୩- ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟ ।ଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅରୁଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ
Read More...

ଜଳୁଛି ହରଭଙ୍ଗା ବ୍ଲକର ସମସ୍ତ ଜଙ୍ଗଲ, ବେଫିକର ବନବିଭାଗ

ହରଭଙ୍ଗା : ସଂପୂର୍ଣ୍ଣ ଧ୍ୱଂସ ହୋଇଯିବକି ହରଭଙ୍ଗା ବ୍ଲକ ଅଧିନସ୍ଥ ଜଙ୍ଗଲ ! ଗପ ନୁହେଁ ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକର ବିଭିନ୍ନ ଜଙ୍ଗଲରେ । ପୁରୁଣାକଟକ ବନ ବିଭାଗ, ମାଧପୁର ବନାଞ୍ଚଳ ଓ ବହୁ ଚର୍ଚ୍ଚିତ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବହୁ ଜଙ୍ଗଲରେ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍‌ କୁମାର,
Read More...

କନ୍ଧମାଳ ଜିଲ୍ଲାର ୨ ଭିନ୍ନକ୍ଷମ ଯୁବକ ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍‌ ଚମ୍ପିୟାନ୍‌

ଫୁଲବାଣୀ : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍‌ ୨୦୨୩ରେ କ୍ରୀଡା ଓ ଯୁବ ସେବା ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପାଞ୍ଚ ଜଣ ଭିନ୍ନକ୍ଷମ ଯୁବକଯୁବତୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ
Read More...

ଦୁର୍ଘଟଣାରେ ୨ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା : ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି ଥାନା ମହାଜନଗୁଡା ନିକଟରେ ରବିବାର ଘଟିଥିବା ପିକଅପ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ କୁସୁମଖୁଣ୍ଟି ଗ୍ରାମର ଦୁର୍ଯ୍ୟୋଧନ ମାଝୀ (ବିକି) ଓ ଦେବାଶିଷ ବାଗ (ଚିଣ୍ଟୁ) । ଏହି ଘଟଣାରେ ସୋମବାର ଉଭୟ ପରିବାର
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର: ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛତିଶ ଗୋଟି ଆବାସିକ ଆଶ୍ରମ, କନ୍ୟାଶ୍ରମ,
Read More...