Yearly Archives

2023

ପଲ୍ଲୀ କବି ନନ୍ଦ କିଶୋର ବଳ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ : ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ, କନ୍ଧମାଳ ତରଫରୁ ତାର ପାରମ୍ପରିକ ଲୋକ କଳାକାର ସମାବେଶ -୨୦୨୩ ଅବସରରେ କନ୍ଧମାଳର ପ୍ରସିଦ୍ଧ କବି ଓ ଲେଖକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମର୍ଯ୍ୟାଦାଜନକ ପଲ୍ଲୀକବି ନନ୍ଦ କିଶୋର ବଳ ସମ୍ମାନରେ ଭୂଷିତ କରାଯାଇଛି । ଫୁଲବାଣୀର ବିଧାୟକ
Read More...

୨୬ ଲକ୍ଷ ଟଙ୍କା ମୂଲ୍ୟର ଡିଜେଲ ଚୋରିର ପର୍ଦ୍ଦାଫାଶ, କାର ଓ ଟ୍ୟାଙ୍କର ସହ ୭ ଜଣ ଗିରଫ

ସମ୍ବଲପୁର: ଜଟଣୀରୁ ସମ୍ବଲପୁର ଭୂମିଗତ ପାଇପ ଲାଇନରେ ଡିଜେଲ ଓ ପେଟ୍ରୋଲ ଅଣାଯାଇଥିବା ବ୍ୟବସ୍ଥାରେ ସିନ୍ଧି ମାରି ୨୬ ଲକ୍ଷ ଟଙ୍କାର ୮,୫୦୦ ଲିଟର ଡିଜେଲ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି । ଏ ବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଆଜି ମିଳିଥିବା ଏକ
Read More...

୨୮ରୁ ସାରା ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର  : ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ
Read More...

ଜିଲ୍ଲା ପାଇଁ ଗୌରବ ଆଣିଲେ ଧନଲକ୍ଷ୍ମୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ପୁରୀ : ପୁରୀ ପାଇଁ ଗୌରବ ଆଣିଲେ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ରାଓ । ଗତ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଲକତା ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସବ୍‌ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍‌ ଚାମ୍ପିୟାନସିପରେ ପୁରୀ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ଏଥିରେ ଭାଗ ନେଇ ବ୍ରୋଞ୍ଜ
Read More...

ବଜେଟରୁ ନିରାଶ, ଦିବାରାତ୍ରୀ ଆନ୍ଦୋଳନ କରିବେ ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ

ସମ୍ବଲପୁର: ଚଳିତ ବଜେଟରୁ ନିରାଶ ହୋଇଥିବା ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ ଆଗାମୀ ମାର୍ଚ୍ଚ ୧୩ ତାରିଖରୁ ଦିବାରାତ୍ରି ଧାରଣା ଆନ୍ଦୋଳନ ସକାଶେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବଜେଟରେ ଅଙ୍ଗନବାଡି କର୍ମୀ, ଅଶା କର୍ମୀ ତଥା ସାଧାରଣ ଶ୍ରମିକଙ୍କ ଭତ୍ତାବୃଦ୍ଧି, ସାମାଜିକ
Read More...

ବାଇକକୁ ପିଟିଲା ବସ୍‌, ଜଣେ ମୃତ

ପୁରୀ: ବ୍ରହ୍ମଗିରିରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ବାଇକ୍‌କୁ ପିଟିଲା ବସ୍‌ । ଚାଲିଗଲା ଜଣଙ୍କ ଜୀବନ । ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡାଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି ଅପିଠି ଗ୍ରାମର କମଳ ସାମନ୍ତରାୟଙ୍କ ମୃତଶରୀର । କମଳ
Read More...

ଗାନ୍ଧୀ ମଇଦାନରେ କ୍ଷୁଦ୍ର ଚଳଚ୍ଚିତ୍ରର ଦ୍ୱିତୀୟ ସଂଧ୍ୟା

ଦଶପଲ୍ଲା : - ଦଶପଲ୍ଲା ଚଳଚ୍ଚିତ୍ର ମହୋତ୍ସବ କମିଟି ( ଚମକ) ଏବଂ ଫେସବୁକ ପେଜ୍‌ " ଆମ ନୟାଗଡ଼ "ର ମିଳିତ ସହଯୋଗରେ ଶୁକ୍ରବାର ଠାରୁ ଲୋକକଳା ଗ୍ରାମ, କୁଞ୍ଜବନଗଡ, ମହାବୀର କ୍ଷେତ୍ର, ଦଶପଲ୍ଲାଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତା ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୩ ଦ୍ୱିତୀୟ
Read More...

ମା ମୋଟ୍ରାଣୀ ନକ୍‌ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କ୍ୱାଟରରେ ମହିଚଲା

କୋକସରା,୨୫/୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆ ଠାରେ ମା ମୋଟ୍ରାଣୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଶନିବାର ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ
Read More...

କଳାହାଣ୍ଡି କଳଚୁରୀ କଳାର ସେନାର ଯୁବ ସମ୍ମିଳନୀ ଅନୁଷ୍ଠିତ

କୋକସରା,୨୫/୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଧାନ ମଣ୍ଡି ପରିସରରେ କଳାହାଣ୍ଡି କଳଚୁରୀ କଲାର ସେନା ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚୂଡ଼ାମଣି ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷା ଆର୍ଥିକ ବିକାଶ ଓ ସଂଗଠିତ ସମାଜପାଇଁ ଅତିଥିମାନେ ମତବ୍ୟକ୍ତ
Read More...

ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି,୨୫/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଗୋ ପାଳନ ଚାଷୀଙ୍କର ପରିସମାପ୍ତି ହୋଇଯାଇଛି । ସିୟୁଟିଏମ୍‌ର ଡାଇରି ଫାର୍ମ ପରିଭ୍ରମଣ
Read More...