Yearly Archives

2023

ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା

ପୁରୀ : ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିକାଶବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସର ପୂର୍ବତନ ଟାଣୁଆ ନେତା ହରିହର ପାଢ଼ୀ, ବିରେନ୍ଦ୍ର ଭୂଷଣ ହୋତା, ଅଭିମନ୍ୟୁ ଜେନାଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ବିଧିବଦ୍ଧ ଭାବେ
Read More...

ବିକାଶ ୱିସଡମ୍‌ ପାର୍କ ପରିସରରେ କ୍ୟାରିୟର କାଉନସେଲିଂ କର୍ମଶାଳା ଆୟୋଜିତ

ଭବାନୀପାଟଣା: ବିକାଶ ୱିସଡମ ପାର୍କ ପରିସରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ କ୍ୟାରିୟର କାଉନସେଲିଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ରାଷ୍ଟ୍ରୀୟ
Read More...

ଖପ୍ରାଖୋଲ ପୁଲିସ ଦ୍ୱାରା କଫସିରଫ ଜବତ : ଜଣେ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼/ଖପ୍ରାଖୋଲ: ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫସିରଫ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫସିରଫ
Read More...

ଗନ୍ଧରାଢୀ ଲୋକକଳା ମହୋତ୍ସବ ଉଦଘାଟିତ

ବୌଦ୍ଧ/ଜହ୍ନ ।ପଙ୍କ,୨୩/୨:- ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଢୀ ମନ୍ଦିର ବିଶ୍ୱ ପ୍ରସିଦ୍ଧ । ଏହି ମନ୍ଦିରଦ୍ୱୟ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଐତିହାସିକମାନେ କୁହନ୍ତି । ଏହାର ସ୍ୱତନ୍ତ୍ରତା ହେଉଛି ଗୋଟିଏ ମଣ୍ଡପରେ ବିରାଜମାନ କରିଛନ୍ତି
Read More...

ଜିଲ୍ଲା ପ୍ରଶାସନ ଉଦ୍ୟମରେ ସେଣ୍ଟ ଜାଭିୟର୍ସ ସ୍କୁଲରେ ଗଠନ ହେଲା ହକି ଟିମ୍‌

ବୌଦ୍ଧ: ସମଗ୍ର ରାଜ୍ୟରେ ହକିର ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଥିବାବେଳେ ନୂତନ ହକି ଖେଳାଳୀ ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ହକି ଷ୍ଟିକ ତଥା ଅନ୍ୟାନ୍ୟ ଉପକରଣ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି ।
Read More...

ଫୁଲବାଣୀର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀ ଉପସ୍ଥାପନା କଲା ସଂଗଠନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ବ୍ଲକର ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ଦ୍ୱାରା ଆଜି ଫୁଲବାଣୀ ବ୍ଲକର ଥିବା ୧୧ ଗୋଟି ଗ୍ରାମ ପଂଚାୟତର ୧୨୪ଟି ଗ୍ରାମର ଦୁଇ ମାସ ଧରି, " ସ୍ୱଚ୍ଛ ଗ୍ରାମ ଅଭିଯାନ' ନିମନ୍ତେ ଏକ ସର୍ଭେ କରାଯାଇଛି । ଉକ୍ତ ସର୍ଭେ ରିପୋର୍ଟରେ ଗ୍ରାମଞ୍ଚଳର
Read More...

ଅଟୋକୁ ଧକ୍କା ଦେଲା ଟ୍ରକ; ୬ମୃତ, ୪ଗୁରୁତର

ରାୟଗଡା : ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ମାଲାବାହୀ ଟ୍ରକ । ଆଉ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କ ଜୀବନ । ଝିଅର ବାହାଘର ପ୍ରସ୍ତାବ ନିମନ୍ତେ ପୁଅ ଘରକୁ ଯାଇ ଫେରୁଥିବା ବେଳେ ରାସ୍ତାରେ ଯେମିତି ଜଗି ବସିଥିଲା ଯମ । ଏକା ଥରକେ ନେଇଗଲା ୬ଜଣଙ୍କ ଜୀବନ । ଆଉ ୪ଜଣ ଗୁରୁତର
Read More...

ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ
Read More...

ନୟାଗଡ ଜିଲ୍ଲାର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ଅନୁଷ୍ଠାନରେ ପରିଣତ ହେଲା ସମର୍ପଣ ବୃଦ୍ଧାଶ୍ରମ

ଦଶପଲ୍ଲା :ନୟାଗଡ ସଦର ମହକୁମା ଅନତି ଦୂରରେ ଥିବା ଲେଖନପୁରଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ପଞ୍ଚମ ପ୍ରତିଷ୍ଠା ଦିବସ, ନୟାଗଡ଼ ଜିଲ୍ଲାପାଳ ତଥା “ସମର୍ପଣ” ପରିଚାଳନା କମିଟିର ସଭାପତି ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଏଡିଜିଙ୍କ ଦିନିକିଆ ନୂଆପଡ଼ା ଗସ୍ତ

ନୂଆପଡା : ନୂଆପଡା ଜିଲ୍ଲାରେ ନକ୍ସଲ ଗତିବିଧିର ନିରୀକ୍ଷଣ କରିବା ସହ ନକ୍ସଲ ଅଭିଯାନକୁ ସୁଦ଼ଢ କରିବା ନେଇ ଅପରେସନ ଏଡିଜି ଅମିତାଭ ଠାକୁର ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସିଥିଲେ । ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ସିଆରପିଏପର ବରିଷ୍ଠ ଅଧିକାରୀ ମାନେ ମଧ୍ୟ
Read More...