Yearly Archives

2023

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ହରଭଙ୍ଗା,୧୧/୧୦:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୱାଇସିଡିଏ ଓ ବିଏନଆଇର ମିଳିତ ଉଦ୍ୟମରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ୧୫ଟି ପଞ୍ଚାୟତର ପ୍ରାୟ ୪୦ ଜଣ ମାନସିକ ରୋଗୀ ଓ ତାଙ୍କର ପରିବାରବର୍ଗ ଓ
Read More...

ବରିଷ୍ଠ ନାଗରିକ ମଞ୍ଚର ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ

ହରଭଙ୍ଗା,୧୧/୧୦:- ବରିଷ୍ଠ ନାଗରିକ ମଞ୍ଚ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକର ଅଷ୍ଟମ ସାଧାରଣ ଅଧିବେଶନ ଚାରିଛକସ୍ଥିତ ବାବା କେଦାରେଶ୍ୱର ମନ୍ଦିରଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହରଭଙ୍ଗା ବି.ଡ଼ି.ଓ ସ୍ୱପ୍ନିତା ନାଏକ ସମ୍ମାନିତ
Read More...

ଦୁଗ୍ଧ ଓ ଗୋ-ପାଳନ ଚାଷୀଙ୍କ ଦକ୍ଷତା ବିକାଶ ଦିଗରେ ପ୍ରଶିକ୍ଷଣ ଶିବିର ଉଦଘାଟିତ

ହରଭଙ୍ଗା: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୁଲ୍ୟରେ ହରଭଙ୍ଗା ବ୍ଲକ୍‌ ଧଳପୁର ଠାରେ ଥିବା ଜୟ ଜଗନ୍ନାଥ ଦୁଗ୍ଧ ସମବାୟ ସମିତିରେ ଦୁଗ୍ଧଚାଷୀମାନଙ୍କର ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ତିନିଦିନିଆ ଗୋପାଳକ ତାଲିମ ଶିବିର ଆୟୋଜନ ହୋଇଯାଇଛି । ଏହି ତାଲିମ୍‌ ଶିବିରରେ ମୁଖ୍ୟ ଅତିଥି ଭାବରେ
Read More...

କାଶୀନଗର ଏନଏସିରେ ବିଜେଡିର ପଦଯାତ୍ରା

ଗଜପତି : ବିଜେଡିର ଜନସମ୍ପର୍କ ପଦଯାତ୍ରା ଗଜପତି ଜିଲ୍ଲା କାଶୀନଗର ଏନଏସିଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ଏନଏସି ଅଧ୍ୟକ୍ଷା ଶ୍ରୀମତି ଏମ
Read More...

ଦିଆସିଲି କାଠରେ ପୋଷ୍ଟ ବକ୍ସର ଏକ ମଡେଲ ନିର୍ମାଣ କରି ଚର୍ଚ୍ଚାରେ ଶାଶ୍ୱତ

ପୁରୀ: ପୁରୀର କୁମ୍ଭାରପଡାର କଳାକାର ଶାଶ୍ୱତ ରଞ୍ଜନ ସାହୁ, ଅକ୍ଟୋବର ୧୦,୨୦୨୩ ରେ ଜାତୀୟ ଡାକ ଦିବସକୁ ସ୍ମରଣ କରି ୪୧୨ ଦିଆସିଲି କାଠି ବ୍ୟବହାର କରି ଏକ ଭାରତୀୟ ପୋଷ୍ଟ ବକ୍ସର ଏକ ମଡେଲ ତିଆରି କରିଛନ୍ତି । ଏହାକୁ ସଂପୂର୍ଣ୍ଣ ହେବାକୁ ଆଠ ଘଣ୍ଟା ସମୟ ଲାଗିଛି । ଇଣ୍ଡିଆ ପୋଷ୍ଟର
Read More...

ରାଇକିଆ ବ୍ଲକ୍‌ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ବିଜେଡି ତରଫରୁ ମଙ୍ଗଳବାର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବେରେଡ଼ାକିଆ ପଂଚାୟତରୁ ଆରମ୍ଭ ହୋଇ ରାଇକିଆ ସହର ଏବଂ ମଣ୍ଡାକିଆ ପଂଚାୟତର ବୁଡ଼ାମାହା ଓ ବାକିଙ୍ଗିଆ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେଠାରେ ଏକ ସଭାରେ
Read More...

ଆଡକଟା ବନମାଳୀ ବାରିକ ମହାବିଦ୍ୟାଳୟରେ ମହାବୀରଙ୍କ ଚାଳିଶା

ଗଣିଆ : ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଆଡକଟା ବନମାଳୀ ବାରିକ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଏକ ଅଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହନୁମାନ ଚାଳିଶା ଓ ପ୍ରବଚନ କାର୍ଯ୍ୟକ୍ରମ
Read More...

ଗୋଦାମ ଘରୁ ସାତ ଫୁଟର ନାଗ ସାପ ଉଦ୍ଧାର

ଚମ୍ପୁଆ: ଚମ୍ପୁଆ ବନାଂଚଳ ଅଧିନସ୍ଥ ଜାମୁଦଲକ ଠାରେ ଏକ ଗୋଦାମ ଘରୁ ଗୃହ କର୍ତ୍ତା ସାତ ଫୁଟ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାଯାଇଛି । ସୂଚନା ଅନୁସାରେ ଆଜି ଦ୍ୱିପ୍ରହର ସମୟରେ ଗୃହ କର୍ତ୍ତା ଅମିର ହାସନ ନିଜ ଗୋଦାମ ଗୃହ ସଫା କରୁଥିବା ବେଳେ ହଠାତ ଶବ୍ଦ ଶୁଣିବାକୁ ପାଇଥିଲେ
Read More...

ଶ୍ରୀମନ୍ଦିରରେ ଅଘଟଣ, ଭକ୍ତଙ୍କ ମୃତ୍ୟୁ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହୋଇ ଟଳିପଡିଲେ ଭକ୍ତ ଓ ଶ୍ରୀମନ୍ଦିର ଭିତରେ ମୃତ୍ୟୁବରଣ କଲେ।ଉତ୍ତରପ୍ରଦେଶ ଝାନ୍‌ସୀର 65 ବର୍ଷୀୟ ରାଜେନ୍ଦ୍ର ସାହାରିଆ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ
Read More...

ସୁନାମଧନ୍ୟ କଳାକାର ତଥା ପୂଜକ ଧନେଶ୍ୱର ବାରିକଙ୍କ ପରଲୋକ

ବୌଦ୍ଧ,୧୦/୧୦:- ବୌଦ୍ଧ ରାମଲୀଳା ଯାତ୍ରାର ପ୍ରାକ୍ତନ କଳାକାର ଧନେଶ୍ୱର ବାରିକଙ୍କ ଆଜି ଅପରାହ୍ନ ୩ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିଲେ । ସ୍ୱର୍ଗତ ବାରିକ ବୌଦ୍ଧ ରାମଲୀଳା ଯାତ୍ରାରେ ଜଣେ କଳାକାର
Read More...