Yearly Archives

2023

ନନ୍ଦାହାଣ୍ଡି ବ୍ଲକଠାରେ ବନ୍ୟ ପ୍ରାଣୀ ସପ୍ତାହ ପାଳିତ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତଠାରେ ବନ ବିଭାଗ ପକ୍ଷରୁ ତେନ୍ତୁଳିଖୁଣ୍ଟି ବନପାଳ ଅମିତ୍‌ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଦହଣା ସଦାଶିବ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟଠାରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ କରିବା
Read More...

ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସଭ୍ୟସଭ୍ୟାଙ୍କ ଗଜପତି ଜିଲ୍ଲା ପରିଦର୍ଶନ

ପାରଳାଖେମୁଣ୍ଡି : ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ କରି ଜିଲ୍ଲାରେ ସରକାରଙ୍କର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବୁଲି ଦେଖିଥିଲେ । ଏହି ଗ୍ରସ୍ତ ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ
Read More...

୫୦ ଫୁଟ ଟାଙ୍କି ଉପରେ ଧାରଣା ଦେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟା

ପାଟଣାଗଡ଼: ପାଣି ପାଣି ଆନ୍ଦୋଳନ । ପିଇବା ପାଣି ମିଳୁନଥିବାରୁ ପାଣି ଟାଙ୍କି ଉପରେ ଚଢି ଅଭିନବ ପ୍ରତିବାଦ କରୁଛନ୍ତି ଦୁଇ ଜିଲ୍ଲାପରିଷଦ । ଘଟଣା ଘଟିଛି ବଲାଙ୍ଗୀର ବେଲପଡା ବ୍ଲକରେ । ଦୀର୍ଘ ଦିନ ହେବ ନିର୍ମାଣ ହୋଇ ପାଣି ଟାଙ୍କି ଚାଲୁ ନଥିବାରୁ ଗତ ୨ ତାରିଖ ରୁ ଧୂମାଭଟା ଗାଁରେ ଧାରଣାରେ
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ
Read More...

ଏନରୋଲମେଣ୍ଟ ଫିସ୍‌ ବାବଦକୁ ଅଧିକ ଟଙ୍କା ଆଦାୟ ପ୍ରସଙ୍ଗ, କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନମିଳିଲେ ହେବ ଦୃଢ…

ହରଭଙ୍ଗା : ହରଭଙ୍ଗା ବ୍ଳକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଏନରୋଲମେଣ୍ଟ ଫିସ୍‌ ବାବଦକୁ ଅଧିକ ଟଙ୍କା ଆଦାୟ ପ୍ରସଙ୍ଗକୁ ନେଇ ଏବେ ବିବାଦ ଘେରରେ ଡିଇଓ, ଅଧ୍ୟକ୍ଷ ଓ ଡାଟା ଏଣ୍ଟ୍ରି ଅପରେଟର । ଘଟଣାକୁ ନେଇ ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ମହାବିଦ୍ୟାଳୟର ସମ୍ପୃକ୍ତ କାର୍ଯ୍ୟରତ
Read More...

ତମାଖୁ ଦୋକାନଗୁଡିକରେ ଚଢାଉ, ୩ହଜାର ଜରିମାନା ଆଦାୟ

ପୁରୀ : ଆଜି ଜିଲ୍ଲା ପ୍ରଶାସନ ଓ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ପୁରୀ ମୁନିସିପାଳିଟିର ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଚଳରେ ବେଆଇନ ତମାଖୁ ଦୋକାନଗୁଡିକ ଉପରେ ଚଢ଼ାଉ କରାଯିବା ସହ ୩ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ସେହିପରି ବିପୁଳ ପରିମାଣର ତମାଖୁ ପଦାର୍ଥକୁ ନଷ୍ଟ
Read More...

ସାଇବର ସୁରକ୍ଷା ସଚେତନତା

ଚମ୍ପୁଆ: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ବର୍ଗର ଲୋକମାନେ ହୋଉଥିବା ସାଇବର ଠକେଇରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଚେତନତା ଯାତ୍ରା ମାଧ୍ୟମରେ ଓଡିଶାର ୩୧୪ ଟି ବ୍ଲକ୍‌ରେ ତଥା ଥାନା ଅଂଚଳରେ ଜନସାଧରଣଙ୍କୁ ସଚେତନ କରିବା ଆରମ୍ଭ କରାଯାଇଛି । ଏକ ସଚେତନତା ବାର୍ତା ବହନ
Read More...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଆଜି ଟାଉନ ହଲ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଥମେ କାର୍ଯକ୍ରମରେ ଯୋଗ ଦେଉଥିବା ବରିଷ୍ଠ ନାଗରିକ ମାନଙ୍କର
Read More...

ରାସ୍ତା କଡକୁ ପଶିଗଲା ଟ୍ରଲର,ଅଳ୍ପକେ ବର୍ତ୍ତିଲା ଜନସେବା କେନ୍ଦ୍ର

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତଗର୍ତ କାଳିକାପ୍ରସାଦଠାରେ ଆଜି ଅପରାହ୍ନରେ ରାସ୍ତା କଡକୁ ଏକ ଟ୍ରଲର ପଶିଯିବାରୁ ଅଳ୍ପକେ ନିକଟରେ ଥିବା ଜନସେବା କେନ୍ଦ୍ର ଓ ଜନ ସାଧାରଣ ବର୍ତ୍ତୀ ଥିବା ଜଣାଯାଇଛି । ମଦୁଆ ଟ୍ରଲର ଡ୍ରାଇଭର ଦ୍ୱାରା ଏହି ଦୁର୍ଘଟଣା ଘଟିଥିବା ବେଳେ ବାରମ୍ବାର କାଳିକାପ୍ରସାଦ ଠାରେ
Read More...

ଆଠଗଡ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା

ଆଠଗଡ: ଆଠଗଡ଼ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରା ଟାଙ୍ଗୀ ଚୌଦ୍ୱାର ବ୍ଲକର କଖଡି ପଂଚାୟତ ଠାରୁ ଆରମ୍ଭ ହୋଇ ମାହାଳପଡ଼ା, କାପ୍ତାବରାଇ, ଘଣ୍ଟିଖାଲ, ନିଧିପୁର, ଜେନାପୁର,ଗୋପାଳପ୍ରସାଦ, ଧୁରୁଷିଆ, ଗଜାମ୍ବ ,ଜଗମୋହନପୁର, କେଉଟପଡା, ବନ୍ଧହଟା, ବାଲିସାହି, କଟକିଆ ସାହି,
Read More...