Yearly Archives

2023

ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

ନନ୍ଦାହାଣ୍ଡି : ଆଜି ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ କଳା ଓ ସଂସ୍କୃତି ସଂଘ ମାଧ୍ୟମରେ ବିଭିନ୍ନ ବିଭାଗର ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ଆଞ୍ଚଳିକ ଭାଷାରେ ସଚେତନ କରାଇବା ହେଉଛି
Read More...

୮୦ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ କୁଶଭଦ୍ରା ନଦୀ ବ୍ରିଜ ନିକଟରେ ଥିବା ତ୍ରିନାଥ ମନ୍ଦିର ସାମ୍ନାରେ ଚଢ଼ାଉ କରି କୈବଲ୍ୟ ମହାରଣା, ବୟସ
Read More...

୨୮,୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ଅତିରିକ୍ତ ବଜେଟ ବିଧାନସଭାରେ ଉପସ୍ଥାପିତ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ। ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି। ପୂର୍ଵରୁ ରାଜ୍ୟ ସରକାର ଘୋଷଣା କରିଥିବା ଯୋଜନାରେ ଅର୍ଥ ବରାଦ
Read More...

ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀମାନଙ୍କ ଦିନିକିଆ ତାଲିମ ଶିବିର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କିତୁମ୍ବା ଗ୍ରାମ କୋଠାଗୃହ ଠାରେ ଆର.କେ.ଏସ.ଏସ. ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା, ଭୁବନେଶ୍ୱର ସହାୟତାରେ ୬ ଟି ସ୍ୱୟଂ ସହାୟକ ଗୋଷ୍ଠୀର ୪୫ରୁ ଉଦ୍ଧ୍ୱର୍ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା
Read More...

ଗେରୁଡୁ ମା’ ପୀଠରେ ଲାଗି ହେଲା ନବାହ୍ନ.,ଏକତ୍ରିତ ହୋଇ ନୂଆଁ ଖାଇଲେ ତିନିଖଣ୍ଡ ମୌଜା ବାସୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଉପାନ୍ତ ଅଂଚଳ ତଥା ଜିଲ୍ଲାର ପୂର୍ବ ଶେଷ ସୀମା ଶୀତଳପାଣି ମା' ଗେରୁଡୁ ଦେବୀ ପୀଠରେ ଆଜି ଦିନ ୨ଘଣ୍ଟା ସମୟରେ ନବାହ୍ନ ଲାଗି ହୋଇଥିଲା । ଗେରୁଡୁ ମା ପୀଠରେ କୁମାରୀ, ଅତଲସରା ଓ ଶୀତଳପାଣି ତିନି ଖଣ୍ଡ ମୌଜାର ଅଧିବାସୀ ଏକତ୍ରିତ ହୋଇ ଏହି କୃଷି
Read More...

ପୁରୁଣା ପେନସନ କାର୍ଯ୍ୟକାରୀ ଦାବିରେ ସାରା ଭାରତ ବୁଲିଲା ଶିକ୍ଷକ ସଂଘର ସଚେତନତା ରଥ

ସୁବର୍ଣ୍ଣପୁର: ନୂତନ ପେନସନ ବନ୍ଦ କରି ପୁରୁଣା ପେନସନ କାର୍ଯ୍ୟକାରୀ ଦାବିରେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ସଚେତନ ରଥ ଆଜି ପହଂଚିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଏହାକୁ ସ୍ୱାଗତ କରିବା ସହ ସୋନପୁର ଓ ମନମୁଣ୍ଡା ସହର ପରିକ୍ରମା କରାଯାଇଥିଲା । ପରେ ସ୍ଥାନୀୟ ପ୍ରତୀକ କଲ୍ୟାଣ ମଣ୍ଡପ
Read More...

ମଧ୍ୟଖଣ୍ଡ ପୂଜା ମଣ୍ଡପରେ ସମାଜସେବୀ ଶ୍ରୀହରି

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଅନ୍ୟତମ ରାଜନୈତିକ ପ୍ରାଣକେନ୍ଦ୍ର ମଧ୍ୟଖଣ୍ଡ ଗ୍ରାମର ଗଣେଶପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ । ଆଜି ସଂଧ୍ୟା ସମୟରେ ମଧ୍ୟଖଣ୍ଡ ବଡସାହି ଗଣେଶ ପୂଜା କମିଟିର ସଭାପତି ମାନସ
Read More...

୯ନଂ ଜୋନ ମଣ୍ଡଳ ସ୍ତରୀୟ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ହରଭଙ୍ଗା,୨୧/୯- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୯ନଂ ଜୋନ ମଣ୍ଡଳ ସ୍ତରୀୟ "ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆଜି ହରଭଙ୍ଗାର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର
Read More...

ପରମ୍ପରା ବଜାୟ ରଖିଛନ୍ତି ଧଣ୍ଡରା ଅଞ୍ଚଳବାସୀ, ନୂଆଖାଇ ଅବସରରେ ଅଦ୍ୱିତୀୟ ପର୍ବ ମନାଉଛନ୍ତି “ଡଙ୍ଗରି…

ନନ୍ଦାହାଣ୍ଡି : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଗଣପର୍ବ ହେଉଛି ନୂଆଖାଇ । ଅନେକ ଦୂର ଦୂରାନ୍ତ କର୍ମକ୍ଷେତ୍ରରୁ ଫେରି ଆସନ୍ତି ନିଜ ଭିଟାମାଟିକୁ ଏହି ପର୍ବ ପାଳନ ପାଇଁ ଲୋକେ । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକବାସୀ ମଧ୍ୟ ବାଦ ପଡି ନାହାଁନ୍ତି ଏହି ପର୍ବ ପାଳନରୁ । ଗତକାଲି
Read More...

କିଡନୀ ରୋଗରେ ପୀଡ଼ିତ ଝିଅକୁ ରକ୍ତ ଦାନ କଲେ ଟିମ ହ୍ୟୁମାନିଟି ସଦସ୍ୟ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ରୁକାନବାଡି ଗ୍ରାମର ତରୁଣ ନାୟକଙ୍କ ଝିଅ ତେଜସ୍ୱିନୀ ନାୟକ ବୟସ ମାତ୍ର ୧୪ । ଏକ ବର୍ଷ ତଳୁ ଦେହ ଅସୁସ୍ଥ ହେବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପରେ କିଡନୀ ରୋଗରେ ପୀଡିତ ଥିବା ଜଣାପଡିଥିଲା । ପର ଘରେ ମା ମୂଲ ଖଟୁଥିବା
Read More...