Yearly Archives

2023

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦାହ ଲୀଳା ନୀତି

ପୁରୀ: ଶ୍ରୀକୃଷ୍ଣ ଜନ୍ମ ଅବସରରେ ଆଜି ଶ୍ରୀମନ୍ଦିରରେ ଦାହ ଲୀଳା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସଂଧ୍ୟାଧୂପ ବଢିବା ପରେ ଦାହଲୀଳା ନୀତି କରାଯିବ । ସେହିପରି ଆଜି ରୁଷି ପଞ୍ଚମୀ ଯୋଗୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି । ଆଜି ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ
Read More...

ମୋ ବସ୍‌-କାର ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୫ ଗୁରୁତର

ପୁରୀ : ପୁରୀ ବାଲିଘାଇ ଛକ ନିକଟରେ ମୋ ବସ୍‌ ବ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସାଧିନ ଅବସ୍ଥାରେ କାର ଚାଳକଙ୍କର
Read More...

ପୁରୀରେ ବିଶ୍ୱକର୍ମା କୌଶଳ ଯୋଜନାର ଶୁଭାରମ୍ଭ

ପୁରୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଛି ପିଏମ ବିଶ୍ୱକର୍ମା ଯୋଜନା । ପୁରୀ ଟାଉନ୍‌ ହଲରେ କେନ୍ଦ୍ର ମହିଳା ଶିଶୁ ଏବଂ ଆୟୁଷ ମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ରଭାଇ, ପୁରୀ ଓ ବ୍ରହ୍ମଗିରି ବିଧାୟକ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ରଙ୍କ
Read More...

ଫୁଲୁଛି ମହାନଦୀ, ହରଭଙ୍ଗା-ଧଳପୁର ଯୋଗାଯୋଗ ବିଚ୍ଛିନ୍ନ

ହରଭଙ୍ଗା : ମହାନଦୀରେ କୂଳରେ ଥିବା ହରଭଙ୍ଗା ବ୍ଲକର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଜଳ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ପରେ ଗୋଟିଏ ଖୋଲୁଥିବାରୁ ମହାନଦୀ ଫୁଲୁଛି । ଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ ତମ ଜନ୍ମ ଉତ୍ସବ ଓ ବୃକ୍ଷରୋପଣ

ବୌଦ୍ଧ,୧୭/୯- ସ୍ଥାନୀୟ ମାନେଶ୍ୱର ଶିବ ମନ୍ଦିରରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ମୋଦିଜୀଙ୍କ ଦୀର୍ଘ ଜୀବନ ତଥା ବିଜେପିର ଉଜ୍ୱଳ ଭବିଷ୍ୟତ କାମନା କରି ହୋମ ଯଜ୍ଞ କରାଯାଇଥିଲା । ଉପସ୍ଥିତ
Read More...

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଓ ପି.ଏମ.ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ

ବୌଦ୍ଧ,୧୭/୯- ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଆଜି ସମସ୍ତ ନେତୃବୃନ୍ଦ ପ୍ରମୁଖଙ୍କ ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପକୃତ ହୋଇଥିବା ଲାଭାର୍ଥି ମାନଙ୍କୁ ସାଙ୍ଗରେ ଧରି ମାତଙ୍ଗେଶ୍ୱର ମନ୍ଦିର ଠାରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ
Read More...

ଜିଲ୍ଲା ସ୍ତରୀୟ ନାବାଳିକା ମାନଙ୍କ ପାଇଁ କ୍ରୀଡ଼ା ପ୍ରତିଯୋଗିତା

ପାରଳାଖେମୁଣ୍ଡି : ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ ପଂଚାୟତ ସମିତିର ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ମନୋନୀତ ହୋଇଥିବା କେବଳ ଛାତ୍ରୀ ପ୍ରତିଯୋଗୀମାନକୁ ନେଇ ଜିଲ୍ଲା ସ୍ତରୀୟ ଏକ କ୍ରୀଡା ପ୍ରତିଯୋଗିତା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ସୋନପୁର ମହାବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

ସୁବର୍ଣ୍ଣପୁର : ଆଜି ସୋନପୁର ମହାବିଦ୍ୟାଳୟରେ ହିନ୍ଦୀ ଦିବସ ରାଜନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଲେଫ୍ଟନାଣ୍ଟ ଅନନ୍ତ ଦାସଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଅବସରରେ ହିନ୍ଦୀ ବିଭାଗର ମୁଖ୍ୟ ଅଧ୍ୟାପକ ଘନଶ୍ୟାମ ଖରସେଲ ସଭା କାର୍ଯ୍ୟ ପରିଚାଳନା କରିଥିବା ସ୍ଥଳେ ମୁଖ୍ୟବକ୍ତା
Read More...

ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ବିଶ୍ୱକର୍ମା ପୂଜା

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ସିଂହରାଶିରୁ ଯାଇ କନ୍ୟା ରାଶିରେ ପ୍ରବେଶ କଲେ କନ୍ୟା ସଂକ୍ରାନ୍ତି ହୋଇଥାଏ । ଏହି ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ହେଉଛି, ଏହି ଦିନଟି
Read More...

ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମିଳିଲା ଅନ୍ତର୍ଜାତୀୟ ରବୀନ୍ଦ୍ର ନାଥ ଠାକୁର ସମ୍ମାନ

ଫୁଲବାଣୀ :ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା କନ୍ଧମାଳର ଯଶ୍ୱସୀ କବି, କଥାକାର, ସଂଗଠକ ଓ ବୁଦ୍ଧିଜୀବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ରବୀନ୍ଦ୍ରନାଥ ଠାକୁର ସମ୍ମାନ ପ୍ରଦାନ କରାଯାଇଛି । ମହାରାଷ୍ଟ୍ରର
Read More...