Yearly Archives

2023

କାଳିଆ ପଢ଼ିଆରୀ ହତ୍ୟାକାଣ୍ଡ ଘଟଣାରେ ଜଗନ ଖଟେଇ ଗିରଫ

ପୁରୀ : ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ବହୁ ଚର୍ଚ୍ଚିତ ସେବାୟତ କାଳିଆ ପଢ଼ିଆରୀ ହତ୍ୟା କାଣ୍ଡ ଘଟଣାରେ ସମ୍ପୃକ୍ତ ଜଗନ ଖଟେଇ ପାଖରୁ ଦୁଇଟି ବନ୍ଧୁକ, ଗୋଟେ ଜୀବନ୍ତ ଗୁଳି ସହ ମୋବାଇଲ ଜବତ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀ ପୋଲିସ ସୂଚନା ଦେଇଛି । ପୋଲିସ ସ୍କାନରରେ ଥିଲା
Read More...

ମହାପ୍ରଭୁଙ୍କ ନୀତି ବିଭ୍ରାଟ ପ୍ରସଂଗ, ନିଜକୁ ନିର୍ଦ୍ଦୋଷ କହିଲେ ସିଂହାରୀ ସେବକ ଶଙ୍ଖ ମିତ୍ର

ପୁରୀ : ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ନିତି ବିଭ୍ରାଟ କୁ ନେଇ ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ ଙ୍କୁ ସେବକ ମାନେ ଦୋଷାରୋପ କରିଥିବା ବେଳେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ସିଂହାରୀ ସେବାୟତ ଶଙ୍ଖ ମିତ୍ର ସିଂହାରୀ । ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ତାଙ୍କର ଆଜି
Read More...

ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଜିଲ୍ଲା କଲେଜ ଶିକ୍ଷକ ସଂଗଠନ

ବୌଦ୍ଧ,୧୫/୯:- ବୌଦ୍ଧ ବିଇଓ ଅଫିସ ଆଗରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟି ନେଇ ଗଣଧାରଣାରେ ବସିଛନ୍ତି । ଛଅ ବର୍ଷ ଠିକା ସମୟର ଛ'ଟି ନେସନାଲ ଇନକ୍ରିମେଣ୍ଟ ଦେଇ ଉକ୍ତ ସମୟକୁ ମୂଳ ଚାକିରୀରେ ଗଣନା କରିବା, ଜୁନିଅର ଶିକ୍ଷକ, କଳା, କ୍ରୀଡା ଶିକ୍ଷକଙ୍କୁ ନିୟମିତ କରିବା, ଏକ୍ସ
Read More...

ବିଶ୍ୱ ହିନ୍ଦୁ ପରିଷଦ ବୌଦ୍ଧର ସଂଯୋଜକ ସଞ୍ଜିବ କୁମାର ଓ କୋଷାଧ୍ୟକ୍ଷ ହେଲେ ହେମନ୍ତ ଚଂପତ୍ତି

ବୌଦ୍ଧ,୧୫/୯:- ବୌଦ୍ଧଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ଏକ ଜରୁରୀ ବୈଠକ ବାବୁସାହିସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ଶମ୍ଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବସମ୍ମତିକ୍ରମେ କର୍ମକର୍ତ୍ତାରେ ପରିବର୍ତ୍ତନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।
Read More...

ବୌଦ୍ଧ ଜିଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୫ା୯ : ହୀରାକୁଦର ଉପର ମୁଣ୍ଡରେ ଭୀଷଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ଫଳରେ ୨୨ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଅଛି । ତେଣୁ ମହାନଦୀର ତଳମୁଣ୍ଡରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା ନେଇ ରାଜ୍ୟ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯିବା ପରେ
Read More...

ସେପ୍ଟେମ୍ବର ସୁଦ୍ଧା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡର

ଦଶପଲ୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା । ଏ ସଂପର୍କରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଆଜି ଏ ସଂପର୍କରେ
Read More...

ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା, ବିଳମ୍ବରେ ହେଲା ନିତିକାନ୍ତି

ପୁରୀ : ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଆଜି ବିଳମ୍ବରେ ଠାକୁରଙ୍କ ଅବକାଶ ନିତି ସରିବା ପରେ ଠାକୁରଙ୍କୁ
Read More...

ପ୍ରାଥମିକ ଶିକ୍ଷକଙ୍କ ଧାରଣାରେ ସାମିଲ ହେଲେ ଓଷ୍ଟା କର୍ମକର୍ତ୍ତା

ନୂଆପଡ଼ା : ନୂଆପଡ଼ା ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଜୋର ଧରିଥିବା ବେଳେ ସିନାପାଲିରେ ମଧ୍ୟ ଜାରି ରହିଛି । ତିନିଦଫା ଦାବିରେ ସିନାପାଲି ବିଇଓ ଅଫିସ୍‌ ସମ୍ମୁଖରେ ସଂଘର କର୍ମକର୍ତ୍ତାଙ୍କ ସହ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଥିବା ବେଳେ ଆଜି ଓଡିଶା ମାଧ୍ୟମିକ
Read More...

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇ ମାନବିକତା ଦେଖାଇଲେ ବିଏସକେୱାଇ ଜିଲ୍ଲା ସଂଯୋଜିକା

ସୁବର୍ଣ୍ଣପୁର: ରାସ୍ତାରେ ପଡି ଛଟପଟ ହେଉଥିବା ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜିକା ପ୍ରଜ୍ଞାପରିମିତା ଦାଶ ଉଦାହରଣ ସୃଷ୍ଟି କରିଛନ୍ତି । ଦୁର୍ଘଟଣାର ଶିକାର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ
Read More...

ଗାଡି ସହ କାଠ ଜବତ

ଚମ୍ପୁଆ : କେନ୍ଦୁଝର ଡିଏଫଓ ଡି. ହନୁମତ ନିର୍ଦ୍ଦେଶକ୍ରମେ ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆଙ୍କ ତତ୍ତ୍ୱାବଧାନରେ, ଫରେଷ୍ଟର କାଳନ୍ଦି ସାମଲ ଉପସ୍ଥିତିରେ ବନବିଭାଗର ଟିମ ପେଟ୍ରୋଲିଂ ଜାରି ରହିଥିବାବେଳେ ଚମ୍ପୁଆ ରେଞ୍ଜର ଅନ୍ତର୍ଗତ କାଳିକା ପ୍ରସାଦ ନିକଟରେ ଏକ ଟାଟା ମ୍ୟାଜିକ୍‌ ଗାଡିରେ
Read More...