Yearly Archives

2023

ପାରିଶ୍ରମିକ ପାଇଁ ପୁରୁଣାକଟକ ରେଳବାଇ ପ୍ରକଳ୍ପ କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଶ୍ରମିକ

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଶ୍ରମିକମାନେ ପାରିଶ୍ରମିକ ଅର୍ଥ ନ ପାଇ ଅଫିସରେ ତାଲା ପକାଇବା ସହିତ ହଟ୍ଟଗୋଳ କରିଛନ୍ତି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ର ବାରିଗିଂ , କରଞ୍ଜକଟା, ସୋରିଷ ପଖାଳ ଆଦି
Read More...

ମୋ ସ୍କୁଲ, ମୋ କଲେଜ ଅଭିଯାନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ.ସି.ଏସ ମହାବିଦ୍ୟାଳୟରେ ମୋ ସ୍କୁଲ ମୋ କଲେଜ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ପଦଯାତ୍ରା କରି ଜନସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଟିକାବାଲି ବନାଞ୍ଚଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ, ବ୍ଲକ ଗୋଷ୍ଠୀ
Read More...

ବୃକ୍ଷକଟା ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପାଟଣାଗଡ:ରାସ୍ତା ପ୍ରଶସ୍ତିକରଣ ନାଁରେ ଶହ ଶହ ବର୍ଷର ପୁରୁଣା ବୃକ୍ଷ କାଟୁଥିବାରୁ ପରିବେଶ ପ୍ରତି ବିପଦ ସଙ୍କେତ । ଦିନ ଥିଲା ପାଟଣା ମହାରାଜ ବଳରାମ ସିଂଦେଓ ଶାସନ କରୁଥିଲେ । ତାଙ୍କ ରାଜୁଡ଼ା ଅମଳରେ ରାଜାଙ୍କ ନିର୍ଦ୍ଦେଶ ମୁତାବକ ପ୍ରଜାମାନେ କାମ କରୁଥିଲେ । ରାଜାଙ୍କ ନିର୍ଦ୍ଦେଶ
Read More...

ବାଲିଗୁଡ଼ା ଏନ୍‌ଏସିରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

ବାଲିଗୁଡ଼ା:ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ । ପ୍ରଥମେ ବାଲିଗୁଡ଼ାର ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ପୁରାତନ
Read More...

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ
Read More...

ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଁଖାଇ ଲଗ୍ନ

ସୁବର୍ଣ୍ଣପୁର: ଆଜି ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୂଆଁଖାଇ ଲଗ୍ନ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖ ବୁଧବାର ଦିନ ଘ.୧୦.୩୬ମି ରୁ ଘ.୧୦.୫୦ମି ମଧ୍ୟେ
Read More...

ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର, ୧୬୪ୟୁନିଟ ରକ୍ତ ସଂଗ୍ରହ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ଠାରେ ଗୁରୁ ଦିବସ ଅବସରରେ ବିଜେଡି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ହୋଇଛି । ଶିବିରରେ ମୋଟ ୧୬୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବିଧାୟକ ପ୍ରତିନିଧ ଜୟ ଢୋଲକିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଯୋଜନା ଓ
Read More...

ଦାଦାର ଭୁଜାଲି ମାଡ଼ରେ ପୁତୁରା ଗୁରୁତର

ପୁରୀ: ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଦାଦାର ଭୁଜାଲି ମାଡ଼ରେ ପୁତୁରା ଗୁରୁତର । ଭୁଜାଲି ମାଡର ଶିକାର ହୋଇଥିବା ପୁତୁରା ହେଉଛି ଶିବ ବେହେରା । ଚିକିତ୍ସା ପାଇଁ ଶିବକୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ
Read More...

୧୨ ଦଫା ଦାବି ନେଇ ଗଜପତିରେ ନର୍ସିଂ ଅଫିସରମାନେ କଲେ କଳା ବ୍ୟାଜ୍‌ ପରିଧାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ନର୍ସିଂ ଅଫିସରମାନେ ସେମାନଙ୍କ ୧୨ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଆଜିଠାରୁ କଳା ବ୍ୟାଜ୍‌ ପରିଧାନ କରିଛନ୍ତି । ନର୍ସିଂ ଅଫିସରମାନେ କଳା ବ୍ୟାଜ୍‌ ପରିଧାନ କରି ସବୁ ଦିନ ଭଳି ସେମାନଙ୍କ କାର୍ଯ୍ୟ ତୁଲାଇଛନ୍ତି । ସେମାନଙ୍କ ୧୨ ଦଫା ଦାବି ଗୁଡିକ
Read More...

କନ୍ଧମାଳ ଚାଇଲ୍ଡ ଲାଇନ ବନ୍ଦ ନେଇ କର୍ମଚାରୀଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଅଗଷ୍ଟ ୩୧ତାରିଖରେ କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ ବନ୍ଦ ହୋଇଯାଇଥିବାରୁ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କନ୍ଧମାଳ ଚାଇଲ୍ଡ ଲାଇନ ବିପଦରେ ପଡିଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେଇ ଥାଇଥାନ କରାଉଥିଲେ
Read More...