Yearly Archives

2023

ନୂଆଗାଁ ବ୍ଲକ ପରିସରରେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ପ୍ରତିଯୋଗିତା

ନୂଆଗାଁ : ନୟାଗଡ ଜିଲ୍ଲା (ନୂଆଗାଁ )ନୂଆଗାଁ ବ୍ଲକ୍‌ ପରିସରରେ ଆନ୍ତର୍ଜାତୀୟ ମିଲେଟ୍‌ ବର୍ଷ ୨୦୨୩ ଉପଲକ୍ଷେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନୟାଗଡ଼ ସହଯୋଗରେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ମୁଖ୍ୟ କୃଷି ଅଧିକାରୀଙ୍କ
Read More...

ପୋଲରୁ ଖସି ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

ବାଲିଗୁଡା:ପୋଲରୁ ନଦୀ ଗର୍ଭରେ ପଡ଼ି ବ୍ୟକ୍ତି ନିଖୋଜ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ମୁଠାବାଲି ଅଞ୍ଚଳରେ । ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ ହୋଇଥିବା ସୂଚନା । ଘଟଣା ପ୍ରକାରେ ଚୈତନ୍ୟ ଜନ୍ମାଷ୍ଟମୀ ଅବସରରେ ନିଜ ଶ୍ୱଶୁର ଘର ମୁଠାବାଲି ଗ୍ରାମକୁ
Read More...

ଦୁଇ ଅପହୃତା ଉଦ୍ଧାର,୧୦ ଅପହରଣକାରୀ ଗିରଫ

ବାଲିଗୁଡ଼ା: ଦୁଇଜଣ ଅପହୃତାଙ୍କୁ ଉଦ୍ଧାର କରିବା ସହ ୧୦ ଜଣ ଅପହରଣକାରୀଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍‌ । ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାରକୁ ମଧ୍ୟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ୟସ୍‌ ପ୍ରତାପ
Read More...

କଳାକାରମାନଙ୍କ ନିମନ୍ତେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଗଣିଆ: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗକୁ ନେଇ ବୁଧବାର ଦିନ ବ୍ଳକ ସଭାଗୃହରେ କଳାକାରମାନଙ୍କର ଏକ ବୃକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଗଣିଆ ବ୍ଳକ କଳା ଓ ସଂସ୍କୃତି ସଂଘର
Read More...

ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗରେ ରାମଧୂନ କ୍ଲବ ବିଜୟୀ

ସୁବର୍ଣ୍ଣପୁର : ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୋନପୁର ମୁନିସିପାଲିଟି ଜୋନ ଫୁଟବଲ ଲିଗର ଫାଇନାଲରେ ଆଜି କଲେଜ ପଡିଆରେ ରାମଧୁନ କ୍ଲବ ଓ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ମଧ୍ୟରେ ଅତି ସଙ୍ଘର୍ଷପୂର୍ଣ୍ଣ ଖେଳ ହୋଇଥିଲା । ରାମଧୁନ କ୍ଲବ ୨-୦ ଗୋଲରେ ବିଜୟୀ ହୋଇଛନ୍ତି । ଆଜିର ଏହି ସଭାରେ
Read More...

ଉଦଘାଟନ ପରେ କାମରେ ଲାଗୁନି ଶୌଚାଳୟ

ଚମ୍ପୁଆ:- ମହାଆଡମ୍ବରରେ ଉଦଘାଟନ କରାଗଲା ସତ, ହେଲେ ଯଥା ପର ତଥା ପୂର୍ବ ସ୍ଥିତିରେ ଚମ୍ପୁଆ ଏନଏସିର ମୁଖ୍ୟବଜାର ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ହାଇଟେକ ଶୌଚାଳୟ ଲୋକଙ୍କ କାମରେ ଆସୁନଥିବା ଦେଖିବାକୁ ମିଳିଛି । ଏପରିକି ଉଦଘାଟନ ଦିନରୁ ଏହା କାର୍ଯ୍ୟକ୍ଷମ ହେବାକୁ ଥିବା
Read More...

ନିଜେ କେନାଲ ସଫା କରି ଚାଷ ଜମିକୁ ପାଣି ମଡେଇଲେ ଚାଷୀ

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ଲୁଣିବାହାଲ ଠାରେ ଲୋକମାନେ ଚାଷ ଜମିକୁ ପାଣି ମଡାଇବ ପାଇଁ କେନାଲକୁ ଭରସା କରନ୍ତି କିନ୍ତୁ କେନାଲ ପୋତି ହୋଇଯିବା ଫଳରେ ପାଣି ଆସିପାରିନାହିଁ । ଯାହାର ଫଳ ସ୍ୱରୂପ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ପ୍ରଶାସନ ପାଖରେ ନିବେଦନ କରିଥିଲେ ମଧ୍ୟ ଏହାର ଫଳ ଶୂନ
Read More...

ଚନ୍ଦ୍ର ଶେଖର ଏକାଡେମୀକୁ ବଡ଼ ସଫଳତା, ଜାପାନର ଆଇଟି କମ୍ପାନୀରେ ନିଯୁକ୍ତି ପାଇଲେ ୩ ଛାତ୍ର

ପୁରୀ : ପୁରୀରେ ପ୍ରଥମ ଥର ପାଇଁ ଜାପାନର ଏକ ବିଶିଷ୍ଟ ଆଇଟି କଂପାନୀରେ ନିଯୁକ୍ତି ପାଇଛନ୍ତି ଚନ୍ଦ୍ରଶେଖର ଏକାଡେମୀର ୩ ଛାତ୍ର । ଫଳରେ ଏହାକୁ ନେଇ ଏକାଡେମୀ ସମେତ ପୁରୀ ସହରରେ ଖୁସିର ଲହରୀ ଖେଳି ଯାଇଛି । ଏହି କୃତିତ୍ୱ ହାସଲ କରିଥିବା ଛାତ୍ରମାନେ ଭାରତ ସରକାରଙ୍କ ଅଧୀନ ନ୍ୟାସନାଲ
Read More...

ଊନବିଂଶ ଜିଲ୍ଲା ଯୋଜନା କମିଟି ବୈଠକ

ନୂଆପଡ଼ା : ନୂଆପଡା ଜିଲାପାଳଙ୍କ ସବଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ଊନବିଂଶ ବୈଠକ ଜିଲ୍ଲା ଅନୁଷ୍ଠିତ କମିଟି ହୋଇଯାଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷା ତଥା ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଫୁଲବାଣୀ : ତୁମୁଡିବନ୍ଧ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ ବିଦ୍ୱତ ପରିଷଦର ସଭାପତି ବିଭୁତି ଭୂଷଣ ମଲ୍ଲିକ, ମାତୃ ଭାରତୀର ସଭାପତି ଶ୍ରୀମତୀ
Read More...