Yearly Archives

2023

୪୧ ଲକ୍ଷ ଜାଲ ନୋଟ ଜବତ, ଆସାମୀକୁ ଗିରଫ କଲା ଏସଟିଏଫ୍‌

ସୁବର୍ଣ୍ଣପୁର : ଏସଟିଏଫକୁ ମିଳିଛି ବଡ଼ ସଫଳତା । ଏକା ସାଙ୍ଗେ ୪୧ଲକ୍ଷରୁ ଉର୍ଦ୍ଧ୍ୱ ଜାଲ ନୋଟ ଜବତ କରିବାରେ ସଫଳ ହୋଇପାରିବ । ଗତକାଲି ୪୧ଲକ୍ଷ ୧୬ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ୍‌ । ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ
Read More...

ଉଦ୍ଧାର ହେଲା ମନ୍ଦିରରୁ ଚୋରି ହୋଇଥିବା ଧାତୁ ମୂର୍ତ୍ତି

ସୁବର୍ଣ୍ଣପୁର: ଗତ ରାତିରେ ମନ୍ଦିରରୁ ଚୋରି ହୋଇଥିବା କିଛି ମୂର୍ତ୍ତି ନାଟକୀୟ ଭାବରେ ଆଜି ଦିନବେଳା ଉଦ୍ଧାର ହୋଇଛି । ସୋନପୁର ଜିଲ୍ଲା ସଦର ମହକୁମାର କେନ୍ଦ୍ର ସ୍ଥଳରେ ରହିଥିବା ପଂଚରଥ ମନ୍ଦିରରୁ ଗତ ରାତିରେ ଚୋରି ହୋଇଥିବା କିଛି ଧାତୁ ମୂର୍ତ୍ତି ଆଜି ଉଦ୍ଧାର ହୋଇଛି । ସୋନପୁର-ବଲାଙ୍ଗୀର
Read More...

ବିଜେଡି ବିରୋଧରେ କଂଗ୍ରେସର ଜନ ଜାଗରଣ ଯାତ୍ରା

ବାଲିଗୁଡ଼ା: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହାକୁ ନେଇ ଏବେଠାରୁ ଘର ସଜାଡ଼ିବା ଆରମ୍ଭ କରିଦେଲେଣି ବିଭିନ୍ନ ରାଜନୈତିକ ଦଳ । ସେଥିରୁ କଂଗ୍ରେସ ବା କେମିତି ବାଦ୍‌ ପଡ଼ିବ । ୨୦୦୪ ମସିହା ପୂର୍ବରୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା ।
Read More...

ପୁରୀରେ ମହିଳାଙ୍କ ହାତରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା

ପୁରୀ : ପୁରୀରେ ମହିଳାଙ୍କ ହାତରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ପୁରୀ ତାଳବଣିଆ ଥାନା ମଧୁବନର ଜଣେ ମହିଳାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଉ ମହିଳା ଜଣଙ୍କ ହେଲେ ମଧୁବନ ଦ୍ୱିତୀୟ ଲେନର ୫୦ ବର୍ଷୀୟା ବିଚିତ୍ରା ବିଶ୍ୱାଳ । ସେ ନିଜ ଝିଅର ବାହାଘର ପାଇଁ ସୁନା ଗହଣା
Read More...

ମହାନଦୀବିହାରରୁ ପୁରୀକୁ ଗଡିଲା ଏସି ମୋ ବସ୍

କଟକ : ଦୀର୍ଘଦିନ ଧରି କଟକ ପୂର୍ବାଚଂଳ ବାସିନ୍ଦା ପୁରୀକୁ ଯିବା ନିମନ୍ତେ ଏସି ମୋ ବସ ଚଳାଚଳ ପାଇଁ କରି ଆସୁଥିବା ଦାବି ଆଜି ବାସ୍ତବତାର ରୂପନେଇଛି । ଏହି ଅବସରରେ ଆଜି (ଶୁକ୍ରବାର) ସକାଳ ୮ ଘଟିକା ୩୦ ମନିଟ୍ ସମୟରେ ମହାନଦୀବିହାର ମୋ ବସ ଷ୍ଟାଣ୍ଡରେ ଚୌଦ୍ଵାର କଟକ  ପୂର୍ବତନ ବିଧାୟକ ଡଃ
Read More...

ସମସ୍ୟା ଘେରରେ ଗୋଧୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଚମ୍ପୁଆ: ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଗୋଧୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଶ୍ରେଣୀ ଗୃହ ଅଭାବରୁ ବିଦ୍ୟାଳୟର ଛତ୍ରଛାତ୍ରୀ ମାନେ ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ବିଭାଗର ନଜର ଏହା ଉପରେ ପଡିପାରୁ ନାହିଁ ।
Read More...

ଉପ ନିର୍ଦ୍ଦେଶକଙ୍କ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ

ପୁରୀ : କଟକ ସ୍ଥିତ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ଆସି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପରେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗର ସମ୍ମାନ
Read More...

ଦାସିଆ ଅଜାଙ୍କ ପାଠାଗାରକୁ ପୁରୁଣା ପତ୍ରିକା ଓ ବିଦେଶୀ ସାମଗ୍ରୀ ପ୍ରଦାନ

ନୂଆଗାଁ : ଆଜି ମିଳିଥିବା ସୂଚନା ମୁତାବକ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ବିରଖ୍ୟାତ ସଂଗ୍ରାହକ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ନୂଆଗାଁ ବ୍ଲକ୍‌ର ଉଦୟୁର ଗାଁରେ ପ୍ରତିଷ୍ଠିତ ବିଶ୍ୱ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ଗବେଷଣା କେନ୍ଦ୍ରକୁ ପୁରୀ
Read More...

ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଦିବସ ସହ ରକ୍ତ ଦାନ ଶିବିର ଆୟୋଜିତ

ସୁବର୍ଣ୍ଣପୁର: ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ବଡ଼ଝିଙ୍କିଠାରେ ଥିବା ଡ୍ରାଇଭର ୟୁନିଅନ ଅଫିସଠାରେ ଡ୍ରାଇଭର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ଏକ ବଡ ପଟୁଆରରେ ଶହଶହ ଡ୍ରାଇଭର ମାଆ ସୁରେଶ୍ୱରୀ ମନ୍ଦିରରୁ ବାହାରି ବଡଝିଙ୍କି
Read More...

ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ବାଲିଗୁଡ଼ା: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗ୍ରାମରେ । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ
Read More...