ନରସିଂହପୁରରେ ଅଟୋ ଦୁର୍ଘଟଣା,୧୫ ଆହତ; ଚିକିତ୍ସାଧୀନ ଆହତଙ୍କୁ ଭେଟିଲେ ବିଧାୟକ ଦେବୀ ମିଶ୍ର
କଟକ: ଅଟୋ ଓଭର ଲୋଡିଂରୁ ଦୁର୍ଘଟଣା। କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଓଲବ ଘାଟି ରାସ୍ତା ନିକଟରେ ଅଟୋ ଓଲଟି ୧୫ ଆହତ। ଅଟୋ ଓଭର ଲୋଡିଙ୍ଗ ପାଇଁ ଘଟିଲା ଦୁର୍ଘଟଣା । ଗୋଟିଏ ଅଟୋରେ ଡ୍ରାଇଭର ସହ ସମୁଦାୟ ୧୫ ଜଣ ବସି ଚମ୍ପେଶ୍ୱର ସାପ୍ତାହିକ ପରିବାହାଟକୁ ଆସୁଥିବା ବାଟରେ ଘଟିଲା ଅଘଟଣ ।!-->…
Read More...
Read More...