Monthly Archives

January 2024

ଚୋର ଧରାଇବ ଗୁଗୁଲ୍ ମ୍ୟାପ୍, ଲୋକେସନ୍‌ ଟ୍ରାକ୍ କରିବ ପୋଲିସ୍‌

ଭୁବନେଶ୍ୱର:-ରାଜଧାନୀରେ ବଢିବାରେ ଲାଗିଛି ଚୋର ଏବଂ ଲୁଟେରାଙ୍କ ଆତଙ୍କ। ଗତ କିଛି ଦିନ ହେବ ରାଜଧାନୀରେ ଚୋର ଓ ଲୁଟେରାଙ୍କ ଆତଙ୍କ ବଢିବାରେ ଲାଗିଛି । ଘରେ ପଶି କଳା କନା ବୁଲାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି । କମିଶନରେଟ୍ ପୋଲିସର ମୁଣ୍ଡବିନ୍ଧାର
Read More...

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରା

ଦଶପଲ୍ଲା : - ଭିଜିଲାନ୍ସ ଜାଲରେ ନୟାଗଡ଼ ଆରଟିଓ ଅଫିସର ଏମଭିଆଇ ପଞ୍ଚାନନ ବେହେରା । ତାଙ୍କ ନୟାଗଡ଼ ଭଡା ଘର ସମେତ ସରକାରୀ କାର୍ଯ୍ୟାଳୟରେ ଚାଲିଛି ଭିଜିଲାନ୍ସ ରେଡ । ସକାଳୁ ସକାଳୁ ଭିଜିଲାନ୍ସ ରେଡ କରିଛି । ନୟାଗଡ଼ ସହର ମଧୁସୂଦନ ନଗରରେ ଥିବା ଭଡ଼ା ଘରେ ଚଢ଼ାଉ ଚାଲିଛି । ସେ ପ୍ରାୟ ଏକ
Read More...

ଜିଲ୍ଲା ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ ;୧ ଲକ୍ଷ ୭୯ ହଜାର ଫାଇନ୍‌ ଆଦାୟ

ଘୁ ଉଦୟଗିରି :ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ ବିଭାଗର ମିଳିତ ସହଯୋଗରେ ସ୍ଥାନୀୟ ଶ୍ରୀରାମପଦାଠାରେ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ଦାସ, କନେଷ୍ଟେବଲ ଜ୍ୟୋତି ରଞ୍ଜନ ପରିଡ଼ା ଓ ସ୍ଥାନୀୟ ପୋଲିସ ଏସଆଇ କାମରାଜୁ ରେଡିଙ୍କ ନେତୃତ୍ୱରେ ସମସ୍ତ ଯାନବାହନ ଯାଞ୍ଚ କରାଯାଇଥିଲା ।
Read More...

ଅଞ୍ଚଳର ନା’ ରଖିଲେ ପ୍ରତ୍ୟାଶା,ପୂର୍ବ ଭାରତୀୟ ବିଜ୍ଞାନ ପଦର୍ଶନୀକୁ ଉତ୍ତୀର୍ଣ୍ଣ ହେଲେ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ସାହୁ ବାରିପଦା ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ରାଜ୍ୟସ୍ତରିୟ ବାଲ ବୈଜ୍ଞାନିକ ପଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ହାଇସ୍କୁଲର ଶ୍ରେଣୀ
Read More...

ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଳାପଥର ବିଜୟୀ

ସୁବର୍ଣ୍ଣପୁର : ସହରର ରୟାଲ ପଡିଆ ଠାରେ ଚାଲିଥିବା ୧୧ତମ ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିବସରେ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ବନାମ ଇଲେଭେନ ଷ୍ଟାର କଳାପଥର ମଧରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ୩-୦ ବ୍ୟବଧାନରେ ଇଲେଭେନ ଷ୍ଟାର କଳାପଥର
Read More...

ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ

ପୁରୀ : ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ୱାଦଶୀ ତିଥିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ଜାନୁଆରୀ ୧୯ ତାରିଖ ତାରିଖରେ ଅଯୋଧ୍ୟା ଯାତ୍ରା କରିବେ ଏହି ମଠାଧୀଶ ମାନେ । ବନାରସ ପହଞ୍ଚିବା ପରେ
Read More...

ନୂଆ ରୂପ ରଙ୍ଗରେ ଝଲସୁଛି ଶ୍ରୀକ୍ଷେତ୍ର

ପୁରୀ : ନୂଆ ରୂପ ରଙ୍ଗରେ ଝଲସୁଛି ଶ୍ରୀକ୍ଷେତ୍ର । ପୁରୀ ସହରର ପ୍ରମୁଖ ରାସ୍ତା ସହିତ ସାହି ଭିତରେ ଥିବା ବିଭିନ୍ନ କାନ୍ଥ ଗୁଡ଼ିକରେ ଅଙ୍କା ଚାଲିଛି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଜଗନ୍ନାଥ ଧାମ୍‌ । ଆଗାମୀ ୧୭ ତାରିଖରେ ଶ୍ରୀମନ୍ଦିର
Read More...

ଉପାନ୍ତରୁ ଉଡିଲା ବିମାନ , ଆକାଶ ମାର୍ଗରେ ଯୋଡିହେଲା ମାଲକାନଗିରି

ମାଲକାନଗିରି : ଉପାନ୍ତ ଅଞ୍ଚଳରୁ ଉଡ଼ିବ ବିମାନ । ଆଜି ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ ହେବାପରେ ଆକାଶ ମାର୍ଗରେ ଯୋଡ଼ି ହୋଇଛି ମାଲକାନଗିରି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିମାନବନ୍ଦରରେ ଅବତରଣ କରି ଏହାର ଲୋକାର୍ପଣ କରିଛନ୍ତି । ଏଠାରୁ ପ୍ରଥମେ ନନ୍ ସିଡ୍ୟୁଲ୍ ବା
Read More...

GST ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ବଦଳିବ ଏହି ସବୁ ନିୟମ….

GST ନିୟମରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ୧ ମାର୍ଚ୍ଚ ୨୦୨୪ ରୁ ଜୀଏସଟୀ ନିୟମ ପରିବର୍ତ୍ତନ ହେବ । ବର୍ତ୍ତମାନ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଇ-ଚାଲାଣ ବିନା ଇ-ୱେ ବିଲ୍ ଜେନେରେଟ କରିପାରିବେ ନାହିଁ । ଦ୍ରବ୍ୟ ଏବଂ ସେବା କର ନିୟମ
Read More...

ବୋଲେରୋ ଗାଡି ସହ ୧୦୪ କେଜି ଗଞ୍ଜେଇ ଜବତ

ହରଭଙ୍ଗା : ହରଭଙ୍ଗା ବ୍ଲକ ନୂଆପଡା ଜଙ୍ଗଲରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ରାତି ୭ଟା ରେ ସୂଚନା ଜାରି କରାଯାଇଛି । ବୌଦ୍ଧ ସଦର ଥାନା ଅନ୍ତର୍ଗତ ନୂଆପଡା ଡ୍ୟାମ ନିକଟସ୍ଥ ଜଙ୍ଗଲରୁ ୧୦୪ କେଜି ଗଂଜେଇ ଜବତ କରାଯାଇଛି । ଏହା ସହ
Read More...