Monthly Archives

January 2024

ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ପୁରୀ : ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀ ବାହୀ ଡଙ୍ଗା । ପୁରୀ ସାତପଡ଼ାରୁ ଚିଲିକା ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ଯାତ୍ରୀ ବାହୀ ଡଙ୍ଗାର ମେସିନ ଖରାପ ହୋଇ ଯିବାରୁ ଗଭୀର ଚିଲିକା ଜଳ ରସିରେ ଆଗକୁ ଯାଇ ନପାରି ଫସି ଗଲା ଡଙ୍ଗା । ତେବେ ପାଖରେ ଥିବା ଅନ୍ୟ ଡଙ୍ଗା ମାଧ୍ୟମରେ ଲୋକଙ୍କୁ
Read More...

ସହରରେ ସୁବ୍ୟବସ୍ଥିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସଚେତନ ନାଗରିକ ଓ ପ୍ରଶାସନର ମିଳିତ ବୈଠକ

ସୁବର୍ଣ୍ଣପୁର: ସାରା ରାଜ୍ୟ ତଥା ଜିଲ୍ଲା ଗୁଡିକରେ ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଜିଲ୍ଲା ପରିବହନ ବିଭାଗ ଓ ପ୍ରଶାସନ ତରଫରୁ ଉପରୋକ୍ତ ଦିନ ଗୁଡିକରେ ସଡକ ସୁରକ୍ଷା ନିମିତ୍ତ
Read More...

ଉଦଯାପିତ ହେଲା ନବୀନ ଓଡିଶା କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଉଦଯାପିତ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ । ବିଧାୟକ ରମେଶ ଚନ୍ଦ୍ର ବେହେରା ପତାକା ଉତ୍ତୋଳନ କରି ଆଜିର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି । ମାନ୍ୟବର ନବୀନ
Read More...

ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ନବରଙ୍ଗପୁର: ସଡକ ସୁରକ୍ଷା ସପ୍ତାହ ୨୦୨୪ ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଏଥିପାଇଁ ସଡକ ସୁରକ୍ଷା ଆଇନକୁ କଡାକଡି ଭାବରେ ପାଳନ କରିବା ପାଇଁ ଏବଂ ଜନସାଧାରଣଙ୍କୁ ଏଥି ନିମନ୍ତେ ବ୍ୟାପକ ସଚେତନ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ତରଫରୁ
Read More...

ଅପରେସନ ନୀଳ ଜହର, ନଷ୍ଟ ହେଲାଣି ୮୨ କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା: କନ୍ଧମାଳରେ ଜାରି ରହିଛି ଅପରେସନ୍‌ ନୀଳ ଜହର । ନଷ୍ଟ ହେଲାଣି ୮୨ କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ଅପରେସନ୍‌ ଜାରି ରହିଛି । ବାଲିଗୁଡ଼ା ଥାନା ଅଞ୍ଚଳରେ ୨୦୨୩ ନଭେମ୍ବର
Read More...

ଉଦଘାଟନ ପୂର୍ବରୁ ଦଶପଲ୍ଲା ଷ୍ଟେସନକୁ କଡାକଡି ଯାଞ୍ଚ କଲେ ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ

ଦଶପଲ୍ଲା : ଆସନ୍ତା ୦୬ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଦ୍ୱାରା ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟନ ହେବାକୁ ଥିବା ବେଳେ ଉଦଘାଟନ ପୂର୍ବରୁ ଦଶପଲ୍ଲା ଷ୍ଟେସନକୁ କଡାକଡି ଯାଞ୍ଚ କରିଛନ୍ତି ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ ମନୋଜ ଶର୍ମା ଏବଂ ତାଙ୍କ ସହ ଖୋର୍ଦ୍ଧା ଡ଼ଇ
Read More...

ସତ ହେଲା ରାମ ମନ୍ଦିରକୁ ନେଇ ଦେବରାହା ବାବାଙ୍କ ଭବିଷ୍ୟତବାଣୀ

ଜାନୁଆରୀ ୨୨ ରେ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ରାମ ମନ୍ଦିରରେ ହେବ ପ୍ରାଣପ୍ରତିଷ୍ଠା । ପ୍ରାୟ ୫୦୦ ବର୍ଷ ଅପେକ୍ଷା କରିବାପରେ, ଭଗବାନ ଶ୍ରୀ ରାମ ତାଙ୍କ ସିଂହାସନରେ ବସିବାକୁ ଯାଉଛନ୍ତି ।ରାମ ମନ୍ଦିର ଏବଂ ବାବ୍ରି ମସଜିଦ ବିବାଦ ପରେ ରାମ ଲାଲାଙ୍କୁ ଏକ ଛୋଟ ମନ୍ଦିରରେ ପୂଜା
Read More...