ହିନ୍ଦୋଳ ସବ୍-ଟ୍ରେଜେରିର ପୂର୍ବତନ କିରାଣି ଗିରଫ
ଭୁବନେଶ୍ବର: ହିନ୍ଦୋଳ ସବ୍-ଟ୍ରେଜେରିର ପୂର୍ବତନ କିରାଣି ଗିରଫ । ମନୋରଞ୍ଜନ ସାହୁଙ୍କୁ ବନ୍ଧିଲା ଭିଜିଲାନ୍ସ ଟିମ୍ । ସରକାରୀ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ପୂର୍ବତନ କିରାଣି ଗିରଫ ହୋଇଛନ୍ତି । ପ୍ରାୟ ୬୮.୮୫ ଲକ୍ଷ ଟଙ୍କା ହରିଲୁଟ୍ କରି ୨୦୨୪ରୁ ଫେରାର୍ ଥିଲେ କିରାଣି ବାବୁ ।!-->…
Read More...
Read More...