Yearly Archives

2026

ନୂଆବର୍ଷ ଉପହାର, ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର: ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଉପହାର ଦେଇଛନ୍ତି। ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ ଲକ୍ଷ ଆବେଦନ ହୋଇଛି । ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଛି ।
Read More...

ଯାତ୍ରାକୁ ନେଇ ମୁଁ ବଞ୍ଚିଛି, ମଞ୍ଚ ଛାଡ଼ିବିନି : ପୀୟୂଷ

କଟକ,୯ା୧: ଚର୍ଚ୍ଚିତ ଖଳନାୟକ ତଥା ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଶେଷରେ ମୁହଁ ଖୋଲିଛନ୍ତି। ଯାତ୍ରା ମଞ୍ଚ ଚଢ଼ିବା ମନା ପ୍ରସଙ୍ଗକୁ ନେଇ ସେ କହିଛନ୍ତି, କୋର୍ଟଙ୍କ ନୋଟିସ୍‌ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି। ଆଇନକୁ ସମ୍ମାନ ଦେଉଛି, ନୋଟିସ୍‌ ମିଳିଲେ ନିଷ୍ପତ୍ତି ନେବି।
Read More...

ଅନୁଗୋଳ-ତାଳଚେର ଅଞ୍ଚଳରେ ବଢୁଥିବା ବାୟୁ ପ୍ରଦୂଷଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଚିନ୍ତା

ନୂଆଦିଲ୍ଲୀ/ଭୁବନେଶ୍ୱର: ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳରେ ବଢୁଥିବା ମାତ୍ରାଧିକ ବାୟୁ ପ୍ରଦୂଷଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ
Read More...

WTC ପଏଣ୍ଟ ଟେବୁଲ : ଶୀର୍ଷ ସ୍ଥାନରେ ଅଷ୍ଟ୍ରେଲିଆର ସ୍ଥିତି ସୁଦୃଢ, ଭାରତ ପାଇଁ ଖୁସି ଖବର

ଆଦିଲ୍ଲୀ: ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟକୁ 5 ୱିକେଟରେ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଆସେସ୍ ସିରିଜ୍ 4-1ରେ ଜିତିଛି। ଇଂଲଣ୍ଡ ଶେଷ ଟେଷ୍ଟରେ ପରାସ୍ତ ହୋଇଛି।ଏହି ବିଜୟ ସହିତ, ଅଷ୍ଟ୍ରେଲିଆ କେବଳ ଆଶେସ୍ ଟ୍ରଫି ବଜାୟ ରଖିନଥିଲା ବରଂ WTC ପଏଣ୍ଟ ଟେବୁଲରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା।
Read More...

ପ୍ରଶଂସକଙ୍କୁ ମଜାଲିଆ ଉତ୍ତର ଦେଲେ ଶ୍ରଦ୍ଧା, ମୁଁ ବିବାହ କରିବି…ମାନେ କରିବି

ବଲିଉଡର ଚୁଲବୁଲି ଷ୍ଟାର ଶ୍ରଦ୍ଧା କପୁର। ସେତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତ୍ରୀ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ବୟଫ୍ରେଣ୍ଡ ରାହୁଲ ମୋଦିଙ୍କ ସହ ଫଟୋ ସେୟାର କରନ୍ତି। ଉଭୟଙ୍କୁ ଅନେକ ଥର ସାର୍ବଜନୀନ କାର୍ଯ୍ୟକ୍ରମରେ ଏକାଠି
Read More...

ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ

ଜୟପୁର: ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ । ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ ଏମ୍‌ଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଏଥିରେ ଅଛନ୍ତି ଜୟପୁର ଡିପୋର ୨ ଜଣ ଓ
Read More...

ପୁରୀରେ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ପୁରୀ: ନୂଆବର୍ଷ ଆରମ୍ଭରୁ ପୁରୀ ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ବଡ ଧରଣର ବଦଳି ହୋଇଛି। ଏସପି ପ୍ରତୀକ ସିଂ ୧୨ଟି ଥାନାର ଇନ୍ସପେକ୍ଟରଙ୍କୁ ବଦଳି କରିଛନ୍ତି।ବଳିଆପଣ୍ଡା ଥାନାଧିକାରୀ ସଂଗୀତା ଦାସଙ୍କୁ ତ୍ରଫିକ୍ ଥାନା, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ସୁନିଲ ଯାଦବଙ୍କୁ ବାଲିଆପଣ୍ଡା,
Read More...

ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ କଲା ବାଂଲାଦେଶ

ଢାକା: ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାକୁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ,
Read More...

ଶିମିଳିପାଳରେ ପାରଦ ଶୂନ୍ୟ ଡିଗ୍ରୀ

ଭୁବନେଶ୍ଵର : ରାଜଧାନୀରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳ ୫ଟା ୩୦ ରେ ତାପମାତ୍ରା ୧୦.୮ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡାରେ ୮.୮, କେନ୍ଦୁଝର ୯.୮ , ବାଲେଶ୍ୱର ୧୨ ଡ଼ିଗ୍ରୀ,ପାରାଦୀପ ୧୩.୪, ଚାନ୍ଦବାଲି ୧୩.୬ ଡ଼ିଗ୍ରୀ, ଗୋପାଳପୁର ୧୪.୬ ଓ ପୁରୀରେ ୧୫.୪ ଡ଼ିଗ୍ରୀ ତାପମାତ୍ରା
Read More...

ବୁଲା କୁକୁର ମାମଲାର ଶୁଣାଣି ସମୟରେ ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ପୁଣି ଥରେ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି କରିଛନ୍ତି । କୋର୍ଟ ପୂର୍ବ ଶୁଣାଣିରୁ ନିଜର ମତ ବଜାୟ ରଖିଛନ୍ତି। ଏଥିରେ କୁହାଯାଇଛି ଯେ କୁକୁର କେତେବେଳେ କାମୁଡ଼ିବ ତାହା ନିର୍ଣ୍ଣୟ କରିବା ପାଇଁ କେହି ତା’ର ମନ ପଢ଼ିପାରିବ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ
Read More...