Yearly Archives

2026

୧୫ରୁ ବଢିବ ବର୍ଷା

ଭୁବନେଶ୍ୱର:ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବା ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,
Read More...

ସିଏସକେ ଛାଡିଲେ ଫ୍ଲେମିଙ୍ଗ : ପରବର୍ତ୍ତୀ IPL ସିଜିନ୍ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ସହମତିରେ ଦେଲେ ଇସ୍ତଫା

ନୂଆଦିଲ୍ଲୀ; ୫ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସଠାରୁ ଅଲଗା ହେଲେ ମୁଖ୍ୟ କୋଚ୍ ଷ୍ଟିଫେନ୍ ପ୍ଲେମିଙ୍ଗ୍ । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ପ୍ଲେମିଙ୍ଗ୍ ସେମାନଙ୍କର ୧୮ ବର୍ଷର ପୁରୁଣା ସହଭାଗୀତା ସମାପ୍ତ କରିବାକୁ ପାରସ୍ପରିକ ରାଜି ହୋଇଛନ୍ତି ।
Read More...

ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସପେଟ୍ଟାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଭୁବନେଶ୍ୱର, ଜୟପୁର
Read More...

ନୂଆ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ଜାରି ହେଲା ନିୟମ

ନୂଆଦିଲ୍ଲୀ : ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ଆବେଦନ କରୁଥିବା ନୂଆ​‌ ଭୋଟର (ଫାଷ୍ଟ ଟାଇମ୍ ଭୋଟର)ଙ୍କୁ ସେମାନଙ୍କ ପିତାମାତାଙ୍କ ଏସ୍‌ଆଇଆର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ନିଷ୍ପତ୍ତି ଅନୁଯାୟୀ ନୂଆ
Read More...

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି

ଭୁବନେଶ୍ୱର: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଜାରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ
Read More...

ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ

ଭୁବନେଶ୍ବର- ଫୁଲୁଛି ମହାନଦୀ ଜଳସ୍ତର। ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜରେ ପ୍ରତି ସେକେଣ୍ଡରେ ଉପରମୁଣ୍ଡରେ ୭୯.୧୦ ଫୁଟ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ତଳମୁଣ୍ଡରେ ୭୫.୦୦ ଫୁଟ ଜଳ ପ୍ରବାହିତ ହେଉଛି। ସେପଟେ ସାମାନ୍ୟ କମିଛି ହୀରାକୁଦ ଜଳଭଣ୍ଡାର
Read More...

୧୩ ରୁ ଲଘୁଚାପ ବର୍ଷା,ଉତ୍ତର ଓଡ଼ିଶାରେ ଛେଚିବ

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୧୩ ତାରିଖରୁ ୪ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା
Read More...

ଲଗାତାର ସିରିଜ ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ

ମୁମ୍ବାଇ : ଭାରତର ଶୋଚନୀୟ ବିପର୍ଯ୍ୟୟକୁ ନେଇ ଚାରିଆଡ଼ୁ ଆଲୋଚନା-ସମାଳୋଚନା ହେବା ପରେ,ଆକସନ ମୋଡକୁ ଆସିଛି ବିସିସିଆଇ । କାହିଁକି ଏଭଳି ଲଗାତାର ପରାଜୟ ହେଲା,ତାହାକୁ ନେଇ ବିସିସିଆଇ ଖୋଳତାଡ଼ ଆରମ୍ଭ କରିଦେଇଛି । ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ପ୍ରଦର୍ଶନର ସମୀକ୍ଷା ପ୍ରକ୍ରିୟା ଆରମ୍ଭ କରିଛି
Read More...

ଏହି ତାରିଖରେ ରିଲିଜ ହେବ ‘ରାମାୟଣ’ର ଟ୍ରେଲର

ବଲିଉଡ ଷ୍ଟାର ରଣବୀର କାପୁରଙ୍କ ଅଭିନୀତି ଫିଲ୍ମ ରାମାୟଣ"କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଏହାର ଟିକିଏ ଝଲକ ପାଇବା ପାଇଁ ଦର୍ଶକ ବେଶ୍ ଆତୁର । ଖୁବଶୀଘ୍ର ଦର୍ଶକଙ୍କ ଏହି ଆଶା ପୂରଣ ହେବ । ଫିଲ୍ମ ରିଲିଜ ପୂର୍ବରୁ ଏହାର ଟ୍ରେଲର ରିଲିଜ ହେବାର
Read More...

ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ ’ ବ୍ୟବସ୍ଥାର ଶୁଭାରମ୍ଭ

କଟକ :-ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ
Read More...