Yearly Archives

2026

ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ

ପୁରୀ- ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ଏଥି ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସ ବାହିନୀ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା…
Read More...

ସରକାରୀ ବାବୁଙ୍କ ପାଇଁ ନିୟମ ହେଲା କଡ଼ାକଡ଼ି, ଏଣିକି ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର, ୨୫/୦୭: ସରକାରୀ ବାବୁଙ୍କ ପାଇଁ ନିୟମ ହେଲା କଡ଼ାକଡ଼ି । ଏଣିକି ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଅନୁମତି ବାଧ୍ୟତାମୂଳକ । ବିଶେଷ କରି ବ୍ୟକ୍ତିଗତ କାମରେ ଛୁଟି ନେଇ ରାଜ୍ୟ କିମ୍ବା ଦେଶ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ନେବାକୁ ପଡ଼ିବ ଅନୁମତି । ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ…
Read More...

୪୦୦୦ କୋଟି ଟଙ୍କାର ରାମାୟଣର କ୍ଲାଇମାକ୍ସ ଏପର୍ଯ୍ୟନ୍ତ ସୁଟିଂ ହୋଇନାହିଁ, କହିଲେ ରଣବୀର

ଦର୍ଶକ ନୀତେଶ ତିୱାରୀଙ୍କ ରାମାୟଣକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମଟି ୨୦୨୬ ଦୀପାବଳିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି, ଏବଂ ନିର୍ମାତାମାନେ ତା'ପୂର୍ବରୁ ଟ୍ରେଲର ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ, ଖବର ଆସିଛି ଯେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର…
Read More...

ରୋହିତଙ୍କ ଅବସର ନେଇ ବଡ କଥା କହିଲେ ବିସିସିଆଇ ଉପାଧ୍ୟକ୍ଷ

ନୂଆଦିଲ୍ଲୀ। BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ରୋହିତ ଶର୍ମାଙ୍କ ଭବିଷ୍ୟତ ସ୍ପଷ୍ଟ କରିଛନ୍ତି। ରୋହିତ ଶର୍ମାଙ୍କ ODI ଅବସର ରିପୋର୍ଟକୁ ଖାରଜ କରି ଶୁକ୍ଲା କହିଛନ୍ତି ଯେ 'ହିଟମ୍ୟାନ' ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯିବାର କୌଣସି ପ୍ରଶ୍ନ ଉଠୁନାହିଁ।କିଛି ଗଣମାଧ୍ୟମ ରିପୋର୍ଟ ଦାବି…
Read More...

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।ଶୁକ୍ରବାର ସକାଳ ସୁଦ୍ଧା କେନ୍ଦୁଝର ଜିଲା…
Read More...

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବହୁଚର୍ଚ୍ଚିତ ମାମଲାରେ ଆଜି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ) ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ୪ ଜଣ ଅଭିଯୁକ୍ତଙ୍କୁ କଠୋର ଦଣ୍ଡାଦେଶ ପ୍ରଦାନ…
Read More...

ହୃଦୟବିଦାରକ ଘଟଣା , ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କଲା ସ୍ୱାମୀ

ବାଲିଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଚଟୁଅନକା ମାଝୀପଡାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି । ମୃତା ମହିଳା ଜଣକ ହେଲେ କିଆଫୁଲ ମାଝୀ । ପୋଲିସ ଅଭିଯୁକ୍ତ ସ୍ୱାମୀ ଦେବଚନ୍ଦ୍ର ମାଝୀଙ୍କୁ…
Read More...

ମୋବାଇଲ୍ ଫୋନ୍ ଓ ପିଲାମାନଙ୍କୁ ନେଇ ବଡ କଥା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମିଳିତ ପରିବାର ବ୍ୟବସ୍ଥାର କ୍ରମାଗତ ହ୍ରାସ ଏବଂ ନ୍ୟୁକ୍ଲିୟର ପରିବାରର ବୃଦ୍ଧି ପାଉଥିବା ପ୍ରଚଳନ ଉପରେ ସୁପ୍ରିମକୋର୍ଟ ଗଭୀର ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି।` ସୁପ୍ରିମକୋର୍ଟ କହିଛନ୍ତି, ପିଲାମାନେ ମୋବାଇଲ୍ ଫୋନ୍ ଏବଂ ଗ୍ୟାଜେଟ୍ ସହିତ ସମୟ ବିତାଇବାକୁ ବାଧ୍ୟ…
Read More...

ନିଟ୍ ପେପର୍ ଲିକ୍ ମାମଲା: ଗଠନ ହେଲା ଫାଷ୍ଟଟ୍ରାକ୍ କୋର୍ଟ

ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ମାମଲାର ଶୁଣାଣି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ କ୍ରମେ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ହୋଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ବିଚାରପତି ଅନୁ ଗ୍ରୋଭର୍ ବାଲିଗାଙ୍କ ସ୍ୱତନ୍ତ୍ର ବିଚାରପତି ଭାବେ ନିଯୁକ୍ତ କରାଯାଇଛି ।ଗତକାଲି…
Read More...

୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା:୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟିର ସଭାପତି ଶ୍ରୀମତୀ ପ୍ରଣିତା ଦାସ (ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୮୦ତମ…
Read More...