Yearly Archives

2026

ଆଜି ଛେଚିବ, କାଲିଠୁ କମିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ଷାର ଲଗାଣ ଜାରି ରହିଛି। ଲଘୁଚାପ ପ୍ରଭାବରେ ଗତ କାଲି ରାତିଠାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ହେଉଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଭୁବନେଶ୍ୱର, କଟକ ଓ ପୁରୀରେ ସାରା ରାତି ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ
Read More...

ରୋହିତଙ୍କ ଅବସର ନେଇ ବଡ ବୟାନ ଦେଲେ ଦେବଜିତ ସାଇକିଆ

ନୂଆଦିଲ୍ଲୀ- ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ ଭବିଷ୍ୟତ ବିଷୟରେ ଚାଲିଥିବା ଆଲୋଚନା ମଧ୍ୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପରିସ୍ଥିତି ସ୍ପଷ୍ଟ କରିଛି। ବୋର୍ଡ ସଚିବ ଦେବଜିତ ସାଇକିଆ ରବିବାର ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା
Read More...

35 ପୌରାଞ୍ଚଳ ଅଧ୍ୟକ୍ଷ ପଦବୀ ସଂରକ୍ଷଣ, ଚିଠା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ନୂତନ ଭାବେ ଗଠିତ ୩୫ଟି ପୌରସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ବିଜ୍ଞପ୍ତି ପ୍ରକାଶ କରିଛି ।ଚିଠା ତାଲିକା ଅନୁସାରେ, ୧୧ଟି ପୌରସଂସ୍ଥା ଓ
Read More...

ଶରଧାବାଲିରେ ପହଞ୍ଚିଲା ନନ୍ଦିଘୋଷ

ପୁରୀ- ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି। ଅଗଣିତ ଭକ୍ତଙ୍କ ଭକ୍ତି, ଶ୍ରଦ୍ଧା ଓ ଆସ୍ଥାର ଟାଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶେଷରେ ଶରଧାବାଲିରେ ପହଞ୍ଚିଛି। ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ତିନି ଠାକୁରଙ୍କ ଏକତ୍ର ଉପସ୍ଥିତିରେ ଗୁଣ୍ଡିଚା ବାଡ଼ି
Read More...

ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨ ହଜାର ୮୩୫ ଜଣ ନାମ ଲେଖାଇଛନ୍ତି। ଏବେ ୨ ଲକ୍ଷ
Read More...

ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ୩ ରଥ

ପୁରୀ : ବଡଦାଣ୍ଡ ଜନସମୁଦ୍ର। ୨ୟ ଦିନରେ ଆରମ୍ଭ ହେଲା ଶ୍ରୀଜୀଉମାନଙ୍କ ରଥଟଣା। ପୁଣି ରଥଟଣା ଆରମ୍ଭ ହୋଇଥିବା ବେଳେ ଘଣ୍ଟ, ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି। ଆଗକୁ ବଢୁଛି ୩ରଥ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ୩ ରଥ। ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ
Read More...

ରୋହିତଙ୍କ ବିଷୟରେ ଏମିତି କହିଲେ ବ୍ୟାଟିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ- ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନିକିଆ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅବସର ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଏହି ସମୟରେ, ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ ଏହି ସମସ୍ତ ଗୁଜବକୁ ସମ୍ପୂର୍ଣ୍ଣ ଭାବରେ ଖାରଜ କରିଛନ୍ତି। କୋଟକ ସ୍ପଷ୍ଟ କରିଛନ୍ତି ଯେ ଦଳ
Read More...

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ-ପବିତ୍ର ଘୋଷଯାତ୍ରା ଅବସରେ ଶ୍ରୀକ୍ଷେତ୍ରେ ପହଞ୍ଚି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିଛନ୍ତି। ସେଠାରେ ସେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଥିବା ବେଳେ ଦେଶର ହିତ ଏବଂ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି।
Read More...

ଏବେ ଏମିତି ଖେଳାଯିବ କ୍ରିକେଟ ବିଶ୍ବକପ, ସହଜ ହେବନି ଟ୍ରଫି ଜିତିବା

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ICC) ଫର୍ମାଟରେ ବଡ଼ ପରିବର୍ତ୍ତନ ଆଣିଛି। ଆଇସିସି ବୋର୍ଡ ବୈଠକରେ ପ୍ରଥମ ଥର ପାଇଁ ‘ସୁପର ସିରିଜ୍’ ଓ ‘ସୁପର-୭’ ଫର୍ମାଟକୁ ଅନୁମୋଦନ ମିଳିଛି। ନୂଆ ବ୍ୟବସ୍ଥା ଅନୁସାରେ ୨୦୨୭ ବିଶ୍ୱକପରେ ମୋଟ ୧୪ଟି ଦଳ
Read More...

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ। ଭକ୍ତି, ବିଶ୍ୱାସ ଓ ସମର୍ପଣର ସହ ରଥଯାତ୍ରାର ସାକ୍ଷୀ ହେବ। ସମସ୍ତେ
Read More...