Yearly Archives

2026

୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ବାଲିଗୁଡ଼ାରେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା :୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଉତ୍ସବ ପାଳନ କମିଟି ଦ୍ବାରା ପ୍ରତିବର୍ଷ ଭଳି ଚଳିତ ବର୍ଷ
Read More...

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ

ଭୁବନେଶ୍ଵର: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ। ୨୦୨୭ ଫେବୃଆରୀରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ଜନଗଣନା ହେବ। ଏଥିପାଇଁ ଲକ୍ଷାଧିକ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ଏହା
Read More...

ନ୍ୟୁଜିଲାଣ୍ଡର ବିଶ୍ୱକପ୍ ଦଳ ଘୋଷଣା, ମିଚେଲ ସାଣ୍ଟନର ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ନ୍ୟୁଜିଲାଣ୍ଡ ତା'ର ୧୫ ଜଣିଆ ଦଳ ଘୋଷଣା କରିଛି।ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନରଙ୍କୁ ଏହି ଦଳର ନେତୃତ୍ୱ ନେବା ପାଇଁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ, ଦଳ ପରିଚାଳନା ସ୍ପିନ୍
Read More...

ଥରୁଛି ସାରା ଓଡିଶା, କଲବଲ ହେଉଛନ୍ତି ଲୋକେ

ଭୁବନେଶ୍ବର: ଥରୁଛି ସାରା ଓଡିଶା । କଲବଲ ହେଉଛନ୍ତି ଲୋକେ। ଆଜି ରାଜଧାନୀରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। କଟକରେ ବି ଅନୁରୂପ ସ୍ଥିତି। ଏଣେ ରାଇକଳା ଓ କେନ୍ଦୁଝରରେ ୩.୬ ଡିଗ୍ରିକୁ ଖସିଛି
Read More...

ନୀତିନ ଗଡକରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ୩ଟି ମୁଖ୍ୟ ଦାବି ରଖିଥିଲେ ଭୁବନେଶ୍ୱର
Read More...

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବଢ଼ିବ। ଧଳା ବାଘୁଣୀ ‘ରୂପା’ ଏବେ ଗର୍ଭବତୀ। ସେ ଚତୁର୍ଥଥର ପାଇଁ ମା’ ହେବାକୁ ଯାଉଛି। ପୁଣି ମା’ ହେବାକୁ ଯାଉଥିବାରୁ ଜନ୍ତୁ କେୟାରଟେକର ‘ରୂପା’ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଫେବୃଆରୀ ୧୫ ତାରିଖ ମଧ୍ୟରେ ରୂପା ମା’ ହେବ
Read More...

ଭିବି ଜି ରାମ ଜି ବିଲ୍‌ର ଉପକାରିତା ବିଷୟରେ କହିଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ କଲେ ସିଧା ଟାର୍ଗେଟ୍

ଭୁବନେଶ୍ୱର,୬।୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ । ତେବେ ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ କରିଛନ୍ତି । ନିକଟରେ ଏହି ବିଲ୍ ଆଇନରେ ପରିଣତ ହୋଇଥିବା ବେଳେ ଭିବି ଜି ରାମ ଜି ବିଲ୍‌ର ଉପକାରିତା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।
Read More...

୧୦ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା

ଭୁବନେଶ୍ୱର ୦୬।୦୧ : ଆସନ୍ତା ୧୦ରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬ । ଇଡକୋ ପ୍ରଦର୍ଶନୀ ପଡିଆରେ ହେବ ଆୟୋଜିତ । ଯାହା ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ବୁଲିପାରିବେ ରାଜଧାନୀବାସୀ । ମେଳା
Read More...

ଟ୍ରେନରୁ ଖସି ଦାଦନ ଶ୍ରମିକ ମୃତ

ଚିକିଟି: ଚିକିଟି ଉପକଣ୍ଠ ଲିଆଖାଇ ଗ୍ରାମର ଜଣେ ଶ୍ରମିକ ଆନ୍ଧ୍ର ପ୍ରଦେଶର ବିଜୟୱାଡା ନିକଟରେ କୌଣସି କାରଣବଶତଃ ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଛି। ମିଳିଥିବା ସୂଚନା ପ୍ରକାରେ କେ. ନୂଆଗାଁ ଥାନା ଅନ୍ତର୍ଗତ କୋଳଥିଆ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୩୧) ଦୀର୍ଘ ୧୦ ବର୍ଷ ହେଲା ସୁଦୂର
Read More...

ରାଜ୍ୟରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆଗାମୀ ଚାରି ଦିନ ମଧ୍ୟରେ ସାରା ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ପାଇବ। ଏହା ସହିତ, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଡ଼ଭଙ୍ଗା ଶୀତ ଲାଗି ରହିବ।ମଙ୍ଗଳବାର ଦିନ ପ୍ରବଳ
Read More...