Yearly Archives

2026

ବିବାହ ବନ୍ଧନରେ ବାନ୍ଧିହେଲେ ରଶ୍ମିକା-ବିଜୟ, ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ ; ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏପର୍ଯ୍ୟନ୍ତ ପ୍ରଶଂସକମାନେ କେବଳ ରିଲ୍ ଲାଇଫରେ ସେମାନଙ୍କୁ ଏକାଠି ଦେଖି ଖୁସି ଥିଲେ, କିନ୍ତୁ ଶେଷରେ, ଏହି ପ୍ରଶଂସକ-ପ୍ରିୟ ଯୋଡି ଏବେ ରିଅଲ ଲାଇଫରେ ଏକାଠି ହୋଇଛନ୍ତି। ସେମାନେ ଉଦୟପୁରରେ
Read More...

ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନ ଭଣ୍ଡାର ଗଣତି ମଣତି : ଆଇନ ମନ୍ତ୍ରୀ

ଭୁବନେଶ୍ବର : ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି ହେବ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବ୍‌ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ
Read More...

ଖଣି ଅଧିକାରୀଙ୍କ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ

କଟକ: କଟକ ସର୍କଲ ମାଇନ୍ସ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ମହାନ୍ତିଙ୍କୁ ଭିଜିଲାନ୍ସ ଧରିଛିି। କୋଲ ଡିପୋ ସୁରୁଖୁରୁରେ ଚଳାଇବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ସେ ୩୦,୦୦୦ ଟଙ୍କା
Read More...

ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତକୁ ନେଇ ପ୍ରବଳ ଉତ୍ସାହ ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ଏହି ଐତିହାସିକ ସ୍ୱାଗତ ପାଇଁ ଇସ୍ରାଏଲ ସଂସଦ,
Read More...

ପୁଣି ବଢିଲା ସୁନା ଦର , ଜାଣନ୍ତୁ  ରୂପା ଦର କେତେ

ନୂଆଦିଲ୍ଲୀ-ସୁନା ଦରକୁ ନେଇ ଚିନ୍ତାରେ ଗ୍ରାହକ । ପ୍ରତି ଦିନ ଦର ବୃଦ୍ଧି ପାଇ ଏବେ ସୁନା ୧ଲକ୍ଷ ୬୦ହଜାର ପାର କରିଲାଣି । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୧୧୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୨ହଜାର ୪୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୬୧ହଜାର
Read More...

ଦେଢ ବର୍ଷରେ ମଲେଣି ୧୧୪ ହାତୀ

ଭୁବନେଶ୍ଵର ଥମୁନି ହାତୀ ମଣିଷ ଲଢେଇ। ଶିକାରୀ ଫାଶ ଓ ପ୍ରତିଶୋଧ ପରାୟଣତା ପାଇଁ ବଳି ପଡ଼ୁଛି ନିରୀହ ପଶୁ। ଦେଢ ବର୍ଷରେ ମଲେଣି ୧୧୪ ହାତୀ। ବିଦ୍ୟୁତ୍ ଆଘାତରେ ଯାଇଛି ସର୍ବାଧିକ ୪୨ ଜୀବନ। ବିଭିନ୍ନ ରୋଗରେ ମରିଛନ୍ତି ୨୯ଟି ହାତୀ। ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
Read More...

ବର୍ଷକ ଭିତରେ ଆମ ବସ୍ ନେଲାଣି ଏତିକି ଜୀବନ

ଭୁବନେଶ୍ୱର : ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ । ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର
Read More...

ସ୍କୁଲ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଭିଭାବକ

ସମ୍ବଲପୁର - ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ବସନ୍ତପୁର ପଞ୍ଚାୟତ ରୂପାପାଲିରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ଏଠାରେ ସମୁଦାୟ ୮୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ୮
Read More...

ଜାତୀୟ ପତାକାର ବ୍ୟବହାର ଏବଂ ସମ୍ମାନ ପ୍ରଦର୍ଶନ ନେଇ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ପତାକାର ବ୍ୟବହାର ଏବଂ ସମ୍ମାନ ପ୍ରଦର୍ଶନ ନେଇ ଏକ ନିର୍ଦେଶନାମା ଜାରି କରିଛନ୍ତି। ‘ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ, ୧୯୭୧’ ଏବଂ ‘ଭାରତୀୟ ଜାତୀୟ ପତାକା ସଂହିତା, ୨୦୦୨ (୨୦୨୧ ଏବଂ ୨୦୨୨ରେ ସଂଶୋଧିତ)ରେ ଜାତୀୟ ପତାକାର
Read More...

ନଦୀକୁ ଖସିଲା ବସ୍ , ୧୮ ମୃତ

ନୂଆଦିଲ୍ଲୀ : ବିଳମ୍ବିତ ରାତିରେ ନେପାଳର ଧାଡିଂ ଜିଲ୍ଲାରେ ଏକ ବସ୍ ହାଇୱେରୁ ନଦୀକୁ ଖସି ପଡ଼ିଛି। ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ବିଦେଶୀ ନାଗରିକ ମହିଳା ରହିଛନ୍ତି। ସେମାନେ କେଉଁ ଦେଶର ଏବଂ
Read More...