Yearly Archives

2026

ଗଞ୍ଜାମ ବନ୍ୟା; ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ଵର: ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି ଯେ,  IMD ପକ୍ଷରୁ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ…
Read More...

ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବଢୁଛି ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଥଣ୍ଡା ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟର ଦୁଇଟି ସହରର…
Read More...

କୋଲକାତା-ସୈରାଙ୍ଗ ଏକ୍ସପ୍ରେସର ୬ଟି ବଗି ଲାଇନଚ୍ୟୁତ

ଗୌହ୍ୱାଟୀ: ବୁଧବାର ସକାଳେ ଆସାମରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଯାଇଛି । ମିଜୋରାମରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କୋଲକାତା-ସୈରାଙ୍ଗ ଏକ୍ସପ୍ରେସ ଗୌହ୍ୱାଟୀରୁ କିଛି ଦୂରରେ ଥିବା ଦିଗାରୁ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । …
Read More...

୧୩ରେ ସୃଷ୍ଟି ହେବ ଲଘୁଚାପ, ଓଡିଶାରେ ପଡିବନି ପ୍ରଭାବ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ…
Read More...

ଅଣ୍ଟା ଭିଡିଲା ବିଏମ୍‌ସି, ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଶସ୍ତାରେ ଯୋଗାଇବ ଘର

ଭୁବନେଶ୍ୱର: ଶହେ ଦିନରେ ୧୦୦ ଘର ନିର୍ମାଣ ସ୍ୱପ୍ନକୁ ପୂରଣ କରିବେ ସରକାର । ସହରାଞ୍ଚଳରେ ବାସ କରୁଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମିଳିବ ଶସ୍ତାରେ ଘର । ଏନେଇ ବିଏମ୍‌ସି ପକ୍ଷରୁ ହଂସପାଳରେ ପିପିପି ମୋଡ୍‌ ରେ ନିର୍ମାଣ ହେବାକୁ ଯାଉଛି ନୂଆ ହାଉସିଂ ପ୍ରକଳ୍ପ । ନିମ୍ନ ମଧ୍ୟବିତ୍ତ…
Read More...

ଅଦଳବଦଳକୁ ନେଇ ଆନୁଷ୍ଠାନିକ ଘୋଷଣା; ପଞ୍ଜାବକୁ ଗଲେ ହାର୍ଦ୍ଦିକ, ମୁମ୍ବାଇରୁ ଖେଳିବେ ଅର୍ଶଦୀପ

ଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ମଧ୍ୟରେ ଖେଳାଳି ଅଦଳବଦଳ (ଟ୍ରେଡ୍‌) ନିଶ୍ଚିତ ହୋଇଛି। ବୁଧବାର ଆଇପିଏଲ ପକ୍ଷରୁ ଏହି ଟ୍ରେଡ୍‌କୁ ନେଇ ଆନୁଷ୍ଠାନିକ ସୂଚନା ଜାରି କରାଯାଇଛି। ଏହା ପରେ ଆଇପିଏଲ ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିବେ।…
Read More...

୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର, ୧୦/୧୧: ବାଲେଶ୍ୱରରେ ମଧୁବାବୁ ପେନସନ ଯୋଜନାରେ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାଦ୍ୱାରା ଯୋଗ୍ୟ ଆବେଦନକାରୀଙ୍କୁ ଆଉ ବର୍ଷ ବର୍ଷ ଧରି ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ମଧୁବାବୁ ପେନସନ ଯୋଜନାରେ ରାଜ୍ୟର ମୋଟ ୫…
Read More...

ଭାରତ -ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ବାତିଲ୍

ହାମିଲଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲା ହୋଇଯାଇଛି। ମଙ୍ଗଳବାର ହାମିଲଟନରେ ଲଗାତାର ବର୍ଷା ଯୋଗୁଁ ଗୋଟିଏ ବି ବଲ ପଡିନପାରେ ମ୍ୟାଚ୍ ବାତିଲା ହୋଇଗଲା। ଟସ୍ ପ୍ରଥମେ ଦୁଇ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା, ଭାରତ ଟସ୍ ଜିତି ବୋଲିଂ…
Read More...

କମିଲା ରାତି ତାପମାତ୍ର, ରାଜ୍ୟରେ ହାଲୁକା ଶୀତ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷର ଶୀତର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଛି । ସକାଳୁ ସକାଳୁ ହାଲୁକା ଶୀତ ଦେହରେ ଶ୍ରୀହରଣ ଖେଳାଇ ଦେଉଛି । ମଙ୍ଗଳବାର ସକାଳେ ବିଭିନ୍ନ ସ୍ଥାନରେ ପାରଦ ତଳକୁ ଖସିଥିବା ଦେଖାଯାଇଛି । କନ୍ଧମାଳରେ ଶୀତ ସହିତ ଘନ କୁହୁଡ଼ି ମଧ୍ୟ ରହିଛି । ପାଣିପାଗ…
Read More...

ପତ୍ନୀଙ୍କଠାରୁ ଅଲଗା ହେବେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦/୧୧: ସାଉଥ୍ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୫୫ ବର୍ଷୀୟ ପୱନ୍ କଲ୍ୟାଣଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଅଲଗା ହେବାକୁ ଯାଉଛନ୍ତି ।…
Read More...