ବଡ ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତିଗଲା ଟିମ୍ ଇଣ୍ଡିଆ ! ଐତିହାସିକ ମ୍ୟାଚରେ ଜାପାନକୁ 2ରନରେ ହରାଇଲା ଭାରତ
ନୂଆଦିଲ୍ଲୀ- ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତିଗଲା। ଜାପାନ ବିପକ୍ଷ ଏକମାତ୍ର ଟି-20 ମ୍ୟାଚ୍ରେ, ଦଳ କେବଳ 32 ରନ୍ କରିପାରିବା ପରେ ନିଶ୍ୱାସ ହରାଇ ବସିଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ ପାଞ୍ଚ ଓଭରକୁ ହ୍ରାସ କରାଯାଇଥିଲା। ଭାରତ ପାଞ୍ଚ ଓଭରରେ ଚାରି ୱିକେଟ୍ ହରାଇ 32!-->…
Read More...
Read More...