ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କଲା ଆଇସିସି; ଉଭୟ ବର୍ଗରେ ବାଜି ମାରିନେଲେ ଭାରତୀୟ
ନୂଆଦିଲ୍ଲୀ- ସେପ୍ଟେମ୍ବରରେ ଭାରତୀୟ କ୍ରିକେଟ୍ ଖେଳାଳିମାନେ ଚମକିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି, ଏବଂ ଭାରତୀୟ ଖେଳାଳିମାନେ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ପୁରସ୍କାର ହାତେଇଛନ୍ତି। ଭାରତୀୟ ଅଧିନାୟକ ଶୁଭମନ ଗିଲ ପୁରୁଷ!-->…
Read More...
Read More...