Yearly Archives

2026

ଅଭିଷେକ ଏବଂ ତିଲକଙ୍କ ଫ୍ଲପ୍ ସୋ ଜାରି ; ଦଳକୁ ଫେରିବେ ସଞ୍ଜୁ ସାମସନ

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ପରାଜୟ ଟିମ୍ ଇଣ୍ଡିଆର ଟେନସନ୍ ବଢ଼ାଇ ଦେଇଛି। ଏହି ପରାଜୟ ସହିତ, ୨୦୨୬ ଟି୨୦ ବିଶ୍ୱକପରେ ଭାରତର ବିଜୟ ଧାରା ଭାଙ୍ଗି ଯାଇଛି।ଟି୨୦ ବିଶ୍ୱକପ ଇତିହାସରେ ଏହା ଭାରତର ସବୁଠାରୁ ବଡ଼ ପରାଜୟ ଥିଲା।
Read More...

ବେଙ୍ଗଲବାସୀଙ୍କୁ ଚିଠି ଲେଖିଲେ ମୋଦୀ, ରାଜନୀତି ସରଗରମ

ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ସମ୍ବୋଧିତ କରି ଏକ ଚିଠି ଲେଖିଛନ୍ତି। ଏହାକୁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ ମଧ୍ୟ ବିବେଚନା କରାଯାଇପାରିବ। ପ୍ରଧାନମନ୍ତ୍ରୀ ମୋଦୀ ବଙ୍ଗଳା
Read More...

ବର୍ଷାରେ ଭିଜିବ ଓଡିଶା, ଜାରି ହେଲା ସତର୍କ ସୂଚନା

ଭୁବନେଶ୍ବର- ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସକ୍ରିୟ ରହିଛି। ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଗତିପଥ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରିବ ଏବଂ ଦକ୍ଷିଣ-ପଶ୍ଚିମ ଶ୍ଚିମ ବଙ୍ଗୋପ ସାଗରରେ ପହଞ୍ଚିବ। ଏହାର ପ୍ରଭାବରେ
Read More...

ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ଵର : ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ। ଆଜି ପ୍ରଶ୍ନତ୍ତୋର କାଳ ଆରମ୍ଭ ରୁ ବିରୋଧୀମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ବିଜେଡି ସଦସ୍ୟମାନେ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ଏପଷ୍ଟିନ୍ ଫାଇଲ୍ ଘଟଣା ଉଠାଇଥିଲା। ମାତ୍ର ୬ ମିନିଟ୍ ପ୍ରଶ୍ନୋତ୍ତର
Read More...

ସାରଙ୍ଗଡ଼ ଶିଶୁ ବିଦ୍ୟା ଭବନର ରୌପ୍ୟ ଜୟନ୍ତୀ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ରେ ଥିବା ଶିଶୁ ବିଦ୍ୟା ଭବନର ୨୫ ବର୍ଷ ପୂର୍ତ୍ତି ଅବସରରେ ମହା ଆଡ଼ମ୍ବରରେ ରୌପ୍ୟ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ କ.ନୁଆଗାଁ ବିଡ଼ିଓ ସୁଶ୍ରୀ ସୁଭ୍ରାଞ୍ଜଳୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି
Read More...

ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଛି ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା

ଭୁବନେଶ୍ୱର: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପଥ୍ବୀରଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି। ୩୩ କେଜି ୬୪୮
Read More...

କ୍ରିକେଟ ପାଗଳାମି ! ଦଳକୁ ଉତ୍ସାହିତ କରିବା ପାଇଁ ଖର୍ଚ୍ଚ କଲେଣି ବର୍ଷକର ରୋଜଗାର

ନୂଆଦିଲ୍ଲୀ। ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହିଥିବା ଜିମ୍ବାୱେ ଏବେ ସୁପର 8 ରେ ପହଞ୍ଚିଛି। ଜିମ୍ବାୱେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ଭଳି ପ୍ରମୁଖ ଦଳକୁ ପରାସ୍ତ କରିଛି। ଜିମ୍ବାୱେକୁ ଏହାର ପ୍ରଶଂସକଙ୍କଠାରୁ ବିପୁଳ ସମର୍ଥନ
Read More...

ଅଭିଷେକ ଶର୍ମାଙ୍କୁ ନେଇ ବଡ କଥା କହିଲେ କୋଚ

ନୂଆଦିଲ୍ଲୀ। ଭାରତର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ କହିଛନ୍ତି ଯେ ଅଭିଷେକ ଶର୍ମାଙ୍କ ଖରାପ ପ୍ରଦର୍ଶନ ବିଷୟରେ ଏପର୍ଯ୍ୟନ୍ତ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ। ଅଭିଷେକଙ୍କୁ କେବଳ ଏକ ଭଲ ଆରମ୍ଭ ଆବଶ୍ୟକ ଏବଂ ତା'ପରେ ସେ ତାଙ୍କର ଲୟ ପାଇବେ। ଶୁକ୍ରବାର ଅଭ୍ୟାସ ଅଧିବେଶନ ସମୟରେ
Read More...

ପଞ୍ଚମ ଦିନରେ ବି ଗୃହ କାର୍ଯ୍ୟ ଅଚଳ

ଭୁବନେଶ୍ୱର : ବିଧାନସଭା ଅଧିବେଶନ । ପଞ୍ଚମ ଦିନରେ ବି ଗୃହ କାର୍ଯ୍ୟ ଅଚଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ନାରାବାଜି ହୋଇଥିଲା । ଯାହାଫଳରେ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି। ସମୟ ଅବଧି ସରିବା ପରେ ପୁଣି ଆରମ୍ଭ ହୋଇଥିଲା ଗୃହ
Read More...

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ, ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା

ବାଲିଗୁଡ଼ା: ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା ।ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି
Read More...