Yearly Archives

2026

ଶିକ୍ଷାନୁଷ୍ଠାନରେ ସାମୁହିକ ଗାୟନ ହେଲା ବନ୍ଦେ ମାତରମ୍

ଭୁବନେଶ୍ୱର: ଓଡ଼ିଶା ଗାଇଲା 'ବନ୍ଦେ ମାତରମ୍' । 'ବନ୍ଦେ ମାତରମ୍'ର ସଙ୍ଗୀତର ୧୫୦ ତମ ଶତବାର୍ଷିକୀ ପାଳିତ। ସମସ୍ତ ଶିକ୍ଷାନୁଷ୍ଠାନରେ ସାମୁହିକ ଗାୟନ ହେଲା ବନ୍ଦେ ମାତରମ୍। ଦିନ ୧୧ଟା ବେଳେ ଏକାଠି ଗାଇଲା ସାରା ରାଜ୍ୟ।  ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ‘ବନ୍ଦେ
Read More...

ରାଉରକେଲା ବିମାନ ଦୁର୍ଘଟଣା,ସ୍ଥିତି ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ

ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ। ସ୍ଥିତି ଅନୁଧ୍ୟାନ କଲେ ବିଭୂତି ଜେନା। କହିଲେ ଦୁର୍ଘଟଣା ଅଭାବନୀୟ ଥିଲା, ହେଲେ ଭଗବାନ ରକ୍ଷା କରିଦେଲେ। ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା। ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ। କାହିଁକି
Read More...

ସ୍ପାନିସ ସମେତ ୧୩ଟି ଭାଷାରେ ପ୍ରକାଶିତ କୁଦୋପାଲି ପୁସ୍ତକ ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ :…

ନୂଆଦିଲ୍ଲୀ:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ମଣ୍ଡପମ୍‌ ଠାରେ 'ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା (ଏନଡିଡବ୍ଲୁବିଏଫ) ୨୦୨୬'ର ଉଦଘାଟନ କରିଛନ୍ତି ।  ଏହି ବର୍ଷର ମେଳାରେ ଓଡ଼ିଶାର ୧୮୫୭ ସଂଗ୍ରାମର ଅନାଲୋଚିତ ଅଧ୍ୟାୟ 'କୁଦୋପାଲି'କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।
Read More...

ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ଯାଇ ସେଠାରେ ଜିଲ୍ଲା ପାଇଁ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ସୂଚନା ଯୋଗ୍ୟ ଯେ ସେଥିରୁ ୫୭ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ୧୪ଟି
Read More...

ଏଣିକି ପିଲା ସ୍କୁଲ ନଆସିଲେ, ଘରକୁ ଯିବେ ଶିକ୍ଷକ

ଭୁବନେଶ୍ୱର ଡ୍ରପ୍ ଆଉଟ୍ ହାର ବଢ଼ୁଛି । ଏହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର । ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ନଆସନ୍ତି ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯିବେ । କାହିଁକି ସ୍କୁଲ ଆସୁନି? କ’ଣ ଅସୁବିଧା ରହିଛି? ଏସବୁର ତଥ୍ୟ ସଂଗ୍ରହ କରିବେ । ପିତାମାତା ସହ ଆଲୋଚନା କରିବେ ।
Read More...

୧୭ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା । ଜାନୁଆରୀ ୧୭ରୁ କୋଲକାତା ଏବଂ ଗୌହାଟି ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦା ଟାଉନରେ ଏହାର ଉଦଘାଟନ କରିବେ । କାମାକ୍ଷା ଏବଂ ହାୱଡ଼ା ଜଙ୍କସନ
Read More...

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲା କନ୍ଧମାଳ ଷ୍ଟାଡିୟମ୍ ଫୁଲବାଣୀ ଠାରେ ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫/୨୬ ଅନୁଷ୍ଠିତ ହୋଇଯାଇଅଛି। କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ସହିତରେ ମତ୍ସ୍ୟ ପ୍ରାଣୀସମ୍ପଦ ମେଳାର ଶୁଭ ଉଦଘାଟନ
Read More...

ଟି-୨୦ ବିଶ୍ୱକପ୍ ; ଭାରତ ପାଇଁ ଗେମ୍ ଚେଞ୍ଜର ହେବେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଆସନ୍ତା ମାସରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ପଡ଼ିଆରେ ପ୍ରବେଶ କରିବ। ସମସ୍ତଙ୍କ ନଜର ଏହି ଦଳ ଉପରେ ରହିବ କାରଣ ଭାରତରେ କିଛି ପ୍ରତିଭାଶାଳୀ ଟି-୨୦ ଖେଳାଳି ଅଛନ୍ତି।
Read More...

ଆସନ୍ତାକାଲିଠାରୁ ଦିନିକିଆ ସିରିଜ, ଏମିତି ହେବ ଭାରତର ପ୍ଲେଇଂ ଇଲେଭେନ୍

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରବିବାରଠାରୁ ଆରମ୍ଭ ହେଉଛି। ଏହି ସିରିଜ୍ ପୁଣି ଥରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଚମକ ପ୍ରଦର୍ଶନ କରିବ। ପ୍ରଥମ ମ୍ୟାଚ୍ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ଶୁଭମନ ଗିଲ
Read More...

ସପ୍ତମ ମା ବ୍ରାହ୍ମଣୀ ଦେବୀ ନାଇଟ୍ କ୍ରିକେଟ,ପଥରଦ୍ୱାର ଚାମ୍ପିଅନ

ଗଣିଆ : ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ କାଳିଆପଡା ମା ବ୍ରାହ୍ମଣୀ ଦେବୀ କ୍ଳବ ଆନୁକୂଲ୍ୟରେ ତଥା ମହାନଦୀ ପବ୍ଲିକ ସ୍କୁଲ ସହଯୋଗରେ ସପ୍ତମ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାନଦୀ ପବ୍ଲିକ ସ୍କୁଲର ପରିଚାଳନା କମିଟିର
Read More...