ନାରାୟଣ ନଗର ଗ୍ରାମର ସିଲ୍‌ ହେଲା ସମସ୍ତ ପ୍ରବେଶପଥ

0 1,675

ବୌଦ୍ଧ,୬/୮ – ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମର ସମସ୍ତ ପ୍ରବେଶପଥକୁ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ନିର୍ଦ୍ଦେଶରେ ସିଲ କରାଯାଇଥିବା ଜଣାପଡିଛି । ଆଜି ନାରାୟଣ ନଗର ଗ୍ରାମରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ମିଳିଥିବା ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରି ସରପଞ୍ଚ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ସେହିପରି ବୌଦ୍ଧ ଅଗ୍ନିଶମ ବାହିନୀ ଗ୍ରାମରେ ପହଞ୍ଚି ବିଶୋଧନ କରୁଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

fifteen − 13 =