ହୀରାଞ୍ଚଳର ପ୍ରଭାବ : ପରିତ୍ୟକ୍ତ ନଳକୂପ ହେଲା ମରାମତି

0 383

ବୌଦ୍ଧ /ବାଉଁଶୁଣି- କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ଦେଉଳି ଗ୍ରାମରେ ରାସ୍ତା କଡରେ ଥିବା ଗୋଟିଏ ନଳକୂପ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ଏ ସମ୍ପର୍କରେ ଖବର ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭ୍‌ରେ ପ୍ରସାରିତ ହେବାପରେ ପ୍ରଶାସନ ତରଫରୁ ନଳକୂପକୁ ମରାମତି କରାଯିବ ସହ ଚତୁଃପାର୍ଶ୍ୱରେ ଥିବା ଅଳିଆ ଓ ଗଛ ଲତା ସଫା କରା ଯାଇଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

4 × 2 =