ମନ୍ତ୍ରୀ ପଦ୍ମିନ୍ ଦିଆନଙ୍କୁ କରୋନା

0 165

ଭୁବନେଶ୍ୱର : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ମନ୍ତ୍ରୀ ପଜିଟିଭ ଜଣାପଡିବା ପରେ ହୋମ୍ ଆଇସୋଲେସନରେ ଅଛନ୍ତି । ମନ୍ତ୍ରୀ ଶ୍ରୀମତୀ ଦିଆନ୍ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × one =