ଦୁଇ ଦିନ ପାଇଁ ସଟଡାଉନ୍ ହେଲା କୋର୍ଟ ବିଲଡିଂ

0 1,507

ବୌଦ୍ଧ : ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଗତ ସପ୍ତାହରେ ବୌଦ୍ଧ ବିଚାର ବିଭାଗୀୟ ଅଦାଲତର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଫଳରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଜ କ୍ଷମତା ବଳରେ ବୌଦ୍ଧ କୋର୍ଟ ବିଲଡିଂକୁ ଦୁଇଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । ଆଜି ଓ ଆସନ୍ତା କାଲି ସଟଡାଉନ ହେଉଥିବାରୁ କୋର୍ଟ ବିଲଡିଂ ପରିସରରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ବନ୍ଦ ରହିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 × two =