କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ

0 120

ବୌଦ୍ଧ/ବାଉଁଶୁଣୀ,୨୫/୯- ବୌଦ୍ଧବ୍ଲକ ବାଉଁଶୁଣୀ ଅନ୍ତର୍ଗତ ଜମଘାଟି ଗ୍ରାମରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ ହୋଇଯାଇଛି । ଏକବର୍ଷରୁ ୫ବର୍ଷ ଶିଶୁକୁ ସିରଫ ଓ ୬ବର୍ଷରୁ ୧୯ ବର୍ଷ ପିଲାଙ୍କୁ ବଟିକା ମାଗଣାରେ ବଣ୍ଟନ କରାଯାଇଛି । ଜମଘାଟି ଅଙ୍ଗନୱାଡି କର୍ମୀ ଓ ମିନି ଅଙ୍ଗନୱାଡି କର୍ମୀ ପ୍ରତ୍ୟେକ ଘରକୁ ଯାଇ ମାଗାଣାରେ ଏହି ଔଷଧ ବଣ୍ଟନ କରିଛନ୍ତି । ଏଥିସହିତ ଡିମିରିପାଲି, ଖଜାପଦର ଛେଳିବାହାଲ, ଟାଟରକିଲା, ଟିିକିରାପଡା, ବାଉଁଶୁଣୀ, ଗଡଭିତର ମାଳିପଦା, ବୈଦ୍ୟନାଥପୁର ଆଦି ସେକ୍ଟରର ଅଙ୍ଗନୱାଡି କର୍ମୀମାନେ ମଧ୍ୟ ଔଷଧ ବଣ୍ଟନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 + five =