ଗଜପତିରେ ପୁଣି ୧୮ କରୋନା ପଜିଟିଭ ଚିହ୍ନଟ

0 98

ପାରଳାଖେମୁଣ୍ଡି,୩/୧୦- ଗଜପତିରେ ପୁଣି ୧୮ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମା ବ୍ଳକରୁ ଜଣେ,କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଳକରୁ ୨ ଜଣ,ପାରଳା ପୌର ପରିଷଦରୁ ୯ଜଣ,ରାୟଗଡ ବ୍ଲକରୁ ଜଣେ,ଆର ଉଦୟଗିରି ବ୍ଳକରୁ ୪ ଜଣ ଓ ଆନ୍ଧ୍ରପ୍ରଦେଶର ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁେ ହାମଆଇସୋଲେସନ କୋଭିଡି ହସ୍ପିଟାଲ/କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲ ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × 2 =