ବ୍ୟାପକ ଟେଷ୍ଟ ପାଇଁ ପଦକ୍ଷେପ

0 95

ବଲାଙ୍ଗୀର,୧୯/୧୦- ବଲାଙ୍ଗୀର ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୬ହଜାର ମୁହଁ । । ପ୍ରାୟ ୨୭ ଜୀବନ ମଧ୍ୟ ଗଲାଣି । ପରୀକ୍ଷା ପରିମାଣ ଓ ଚିକିତ୍ସା ସୁବିଧା ସୁଯୋଗକୁ ନେଇ ନେତା ଜନତା ମହଲରେ ପ୍ରଶ୍ନ ଉଠୁଛି । ଚାରିଆଡୁ ଅସନ୍ତୋଷ ପରେ ମୁଖ୍ୟତଃ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ ପରେ ୨୪ଘଣ୍ଟିକା କଂଟ୍ରୋଲ ରୁମ,ଆଇସିୟୁ ଶଯ୍ୟାବୃଦ୍ଧି, ଘରକୁ ଘର ସର୍ଭେ, ହୋମ କ୍ୱାରେନଟାଇନ ରୋଗୀଙ୍କୁ ଔଷଧ ଯୋଗାଣ, ସାମାଜିକ ଗଣମାଧ୍ୟମରେ ବିଶେଷଜ୍ଞଙ୍କ ପରାମର୍ଶ ଲାଇଭ ଭଳି ପଦକ୍ଷେପ ନିଆଯାଇଛି । ଆସନ୍ତାକାଲି ୨୦/୧୦/୨୦ ଠାରୁ ତା୨୬/୧୦/୨୦ ସକାଳ ୯ଟା ରୁ ଦିନ ୧ଟା ଯାଏଁ ୭ଟି ସ୍ଥାନରେ ସ୍ୱାବ ସଂଗ୍ରହ କରାଯିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

20 + four =