ଫୁଲବାଣୀ,୧୭/୧୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରେ ଆଗାମୀ ଖ୍ରୀଷ୍ଟ ମାସ ପର୍ବ ପାଇଁ ଶାନ୍ତି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଡିଓ, ତହସିଲଦାର ଏବଂ ଫିରିଙ୍ଗଆ ଥାନା ଅଧିକାରୀ ପି .ଶ୍ୟାମ ସୁନ୍ଦର ରାଓ ଅଧ୍ୟକ୍ଷତା କରିଥିଲେ। ସମସ୍ତ ଧାର୍ମିକ ଏବଂ ସମ୍ପ୍ରଦାୟର ମୁଖ୍ୟ ଏହି ସଭାରେ ପହଞ୍ଚିଥିଲେ। ପର୍ବ ସମୟରେ କୋଭିଡ ଗାଇଡଲାଇନ ଏବଂ ପ୍ରତିବନ୍ଧକ ବିଷୟରେ ସେମାନଙ୍କୁ ସୂଚନା ଦେଇଥିଲେ ।