ନିଲମ୍ବିତ ମୁଣ୍ଡିପଦର ସରପଞ୍ଚ ପୁନଃ ଅବସ୍ଥାପିତ ହେଲେ

0 2,355

ବୌଦ୍ଧ,୨/୧ – ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ନିଲମ୍ବିତ ସରପଞ୍ଚ ଅନ୍ତର୍ଯାମୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପୁନଃ ଅବସ୍ଥାପିତ କରିଥିବା ଜଣାପଡିଛି । ସରକାରଙ୍କ ଠାରୁ ଆଦେଶ ଆସିବା ପରେ ଶ୍ରୀ ସାହୁ ସରପଞ୍ଚ ଭାବେ ମୁଣ୍ଡିପଦର ଗ୍ରାମ ପଞ୍ଚାୟତରେ ଯୋଗଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରପଞ୍ଚ ଥିବା ଶ୍ରୀ ସାହୁ ଏକ ବ୍ୟକ୍ତିଗତ ମାମଲାରେ ଫସି ଜେଲ୍‌ ଯିବାପରେ ସରକାର ତାଙ୍କୁ ନିଲମ୍ବିତ କରିଥିଲେ ।

hiranchal ad1
Leave A Reply

Your email address will not be published.

11 − seven =