ପ୍ରତ୍ୟେକ ସୋମବାର ଓ ସରକାରୀ ଛୁଟି ଦିନ ସଂଗ୍ରହାଳୟ ବନ୍ଦ ରହିବ

0 888

ବୌଦ୍ଧ,୭/୧ – ଜିଲ୍ଲା ଗଠନର ୨୭ ତମ ସ୍ୱନକ୍ଷତ୍ର ଦିବସରେ ଉଦଘାଟିତ ଜିଲ୍ଲା ସଂଗ୍ରହାଳୟର ସମୟ ସାରଣୀ ପ୍ରଶାସନ ଘୋଷଣା କରିଛି । ସଂଗ୍ରହାଳୟ ପ୍ରତ୍ୟେକ ସୋମବାର ଓ ସରକାରୀ ଛୁଟି ଦିନ ମାନଙ୍କରେ ବନ୍ଦ ରହିବ ବୋଲି ଜଣାପଡିଛି । ଏ ସବୁଦିନ ବ୍ୟତୀତ ଅନ୍ୟ ଦିବସ ଗୁଡିକରେ ସକାଳ ଘ୧୦. ୩୦ ମିନିଟ ସମୟରେ ଖୋଲାଯିବ ଓ ଅପରାହ୍ନ ଘ ୧. ୩୦ମିନିଟ ରେ ବନ୍ଦ ହେବ ।

hiring

ସେହିପରି ଅପରାହ୍ନ ଘ ୩.୦୦ ମିନିଟରେ ପୁନଃ ଖୋଲାଯାଇ ସନ୍ଧ୍ୟା ୭ଘଣ୍ଟା ସମୟରେ ବନ୍ଦ ହେବ । ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ଦେୟ ମୁକ୍ତ ରହିବ ଓ ଅନ୍ୟ ସମସ୍ତଙ୍କ ପାଇଁ ସଂଗ୍ରହାଳୟକୁ ପ୍ରବେଶ କରିବା ପାଇଁ ୧୦ ଟଙ୍କା ଦେୟ ଦେବାକୁ ପଡିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

ten − 3 =